ଖୋର୍ଦ୍ଧା: ୨ଦଫା ଦାବି ନେଇ ନିଖିଳ ଓଡିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆନ୍ଦୋଳନ

ଖୋର୍ଦ୍ଧା: ଉଚ୍ଚଶିକ୍ଷାରୁ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ, ୨୦୦୮ ଜିଓରେ ଥିବା ଅସଙ୍ଗତି ଦୂର ଦାବିରେ ନିଖିଳ ଓଡିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ସଂଘ ଦୁଇଦଫ। ଦାବି ନେଇ ଖୋର୍ଦ୍ଧା ଶାଖା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା। ସଂଘର ଜିଲ୍ଲାର ସଭାପତି ତପନ କୁମାର ଜେନାଙ୍କ ନେତୃତ୍ୱରେ ଶତାଧିକ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହୋଇଥିଲେ। ଦାବି ପୂରଣ ନ ହେଲେ ଆଗକୁ […]

khorda

khorda

Rakesh Mallick
  • Published: Friday, 11 December 2015
  • Updated: 11 December 2015, 01:08 PM IST

Sports

Latest News

ଖୋର୍ଦ୍ଧା: ଉଚ୍ଚଶିକ୍ଷାରୁ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ, ୨୦୦୮ ଜିଓରେ ଥିବା ଅସଙ୍ଗତି ଦୂର ଦାବିରେ ନିଖିଳ ଓଡିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ସଂଘ ଦୁଇଦଫ। ଦାବି ନେଇ ଖୋର୍ଦ୍ଧା ଶାଖା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା। ସଂଘର ଜିଲ୍ଲାର ସଭାପତି ତପନ କୁମାର ଜେନାଙ୍କ ନେତୃତ୍ୱରେ ଶତାଧିକ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହୋଇଥିଲେ। ଦାବି ପୂରଣ ନ ହେଲେ ଆଗକୁ ହେବାକୁ ଥିବା ପରୀକ୍ଷା ଓ ଖାତା ମୂଲ୍ୟାୟନକୁ ବର୍ଜନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story