ନୂଆଗାଁରେ ଅଜଣା ଜ୍ୱର ଆତଙ୍କ: ୭୦ ଆକ୍ରାନ୍ତ, ଜଣେ ମହିଳା ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଚାହାଳିରେ ଅଜଣା ଜ୍ୱର ଆତଙ୍କ। ଗାଁର ପ୍ରାୟ ୭୦ ଜଣ ଏହି ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଗତ ୭  ଦିନ ଧରି ଗାଁରେ ଏହି ଜର ବ୍ୟାପିବାରେ ଲାଗିଛି। ଏହି ଜରରେ ପିଲାଠାରୁ ବୁଢ଼ାଯାଏଁ ଆକ୍ରାନ୍ତ ହୋଇଛନ୍ତି।  ପ୍ରଥମେ ଜର ହେବା ସହ ଝାଡ଼ା ଓ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି।  ଏଏନ୍ଏମ୍ ଓ ଆଶା କର୍ମୀ ଘର ଘର ବୁଲି […]

nayagda

nayagda

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 03:04 PM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଚାହାଳିରେ ଅଜଣା ଜ୍ୱର ଆତଙ୍କ। ଗାଁର ପ୍ରାୟ ୭୦ ଜଣ ଏହି ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଗତ ୭  ଦିନ ଧରି ଗାଁରେ ଏହି ଜର ବ୍ୟାପିବାରେ ଲାଗିଛି। ଏହି ଜରରେ ପିଲାଠାରୁ ବୁଢ଼ାଯାଏଁ ଆକ୍ରାନ୍ତ ହୋଇଛନ୍ତି।  ପ୍ରଥମେ ଜର ହେବା ସହ ଝାଡ଼ା ଓ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି।  ଏଏନ୍ଏମ୍ ଓ ଆଶା କର୍ମୀ ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରିବା ସହ ଔଷଧ ବଣ୍ଟନ କରିଛନ୍ତି।

ରକ୍ତ ପରୀକ୍ଷାରୁ ଏହା ମ୍ୟାଲେରିଆ ନେଗେଟିଭ୍ ବୋଲି ଜଣାପଡ଼ିଛି।  ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିବାକୁ ଲୋକେ ଦାବି କରିଛନ୍ତି। ଗାଁରେ ନଳକୂଅ ଅଚଳ ହୋଇପଡ଼ିଥିବାରୁ ଲୋକେ ନଈ ପାଣି ପିଉଛନ୍ତି ଏବଂ ଦୂଷିତ ଜଳ ଯୋଗୁଁ ଏହି ରୋଗ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story