ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ନାବାଳକ ମୃତ, ୨୦ ଆହତ

ବାରିପଦା: ବଡସାହି-ମାଣତ୍ରୀ ରାସ୍ତାର ମୁଷାଗଡିଆ ଛକରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ  ହୋଇଛନ୍ତି । ଆହାତ ମାନଙ୍କୁ  ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି। ବଡସାହି ଦେଉଳିଆ ଗାଁ ଆଦିବାସୀ ସାହି ଲୋକେ ଏକ ବାହାଘରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣ ପରେ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ୍‌ ବିଳମ୍ବରେ ପହଞ୍ଚିବାକୁ […]

baripada

baripada

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 09:47 PM IST

ବାରିପଦା: ବଡସାହି-ମାଣତ୍ରୀ ରାସ୍ତାର ମୁଷାଗଡିଆ ଛକରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ  ହୋଇଛନ୍ତି । ଆହାତ ମାନଙ୍କୁ  ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି।

ବଡସାହି ଦେଉଳିଆ ଗାଁ ଆଦିବାସୀ ସାହି ଲୋକେ ଏକ ବାହାଘରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣ ପରେ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ୍‌ ବିଳମ୍ବରେ ପହଞ୍ଚିବାକୁ ନେଇ କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story