୨୩ରୁ ଆକାଶବାଣୀର ସମ୍ୱଲପୁର କେନ୍ଦ୍ରରୁ ସମ୍ୱଲପୁରୀ ଭାଷାରେ ସମ୍ୱାଦ ପ୍ରସାରଣ

ସମ୍ୱଲପୁର:  ବହୁ ବର୍ଷର ପ୍ରତୀକ୍ଷା ପରେ ଆକାଶବାଣୀ ସମ୍ୱଲପୁର କେନ୍ଦ୍ରରୁ ସମ୍ୱଲପୁରୀ ଭାଷାରେ ସମ୍ୱାଦ ପ୍ରସାରଣ ହେବ। ଆସନ୍ତା ୨୩ ତାରିଖଠାରୁ ପ୍ରତ୍ୟହ ରାତି ୮ଟା ୨୦ରୁ ୫ ମିନିଟ ପାଇଁ ଏହି ସମ୍ୱାଦ ପ୍ରସାରଣ ହେବ। ପରେ ଅବଧି ବଢିବାର ସମ୍ଭାବନା ରହିଛି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଖବରକୁ ଏଥିରେ ପ୍ରାଥମିକତା ଦିଆଯିବ। ଏହାସହିତ ଗୁରୁତ୍ୱ ବହନ କରୁଥିବା ରାଜ୍ୟ ଓ ଜାତୀୟ ଖବର ମଧ୍ୟ ରହିବ। ୨୩ ତାରିଖ ଦିନ ଆୟୋଜିତ ଏକ ବିଶେଷ […]

samblpur

samblpur

Rakesh Mallick
  • Published: Friday, 08 January 2016
  • Updated: 08 January 2016, 04:59 AM IST

Sports

Latest News

ସମ୍ୱଲପୁର:  ବହୁ ବର୍ଷର ପ୍ରତୀକ୍ଷା ପରେ ଆକାଶବାଣୀ ସମ୍ୱଲପୁର କେନ୍ଦ୍ରରୁ ସମ୍ୱଲପୁରୀ ଭାଷାରେ ସମ୍ୱାଦ ପ୍ରସାରଣ ହେବ। ଆସନ୍ତା ୨୩ ତାରିଖଠାରୁ ପ୍ରତ୍ୟହ ରାତି ୮ଟା ୨୦ରୁ ୫ ମିନିଟ ପାଇଁ ଏହି ସମ୍ୱାଦ ପ୍ରସାରଣ ହେବ। ପରେ ଅବଧି ବଢିବାର ସମ୍ଭାବନା ରହିଛି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଖବରକୁ ଏଥିରେ ପ୍ରାଥମିକତା ଦିଆଯିବ। ଏହାସହିତ ଗୁରୁତ୍ୱ ବହନ କରୁଥିବା ରାଜ୍ୟ ଓ ଜାତୀୟ ଖବର ମଧ୍ୟ ରହିବ। ୨୩ ତାରିଖ ଦିନ ଆୟୋଜିତ ଏକ ବିଶେଷ ଉତ୍ସବରେ ଏହାର ଶୁଭାରମ୍ଭ ହେବ ବୋଲି କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story