ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ

କଟକ: ଆଜି କାର୍ତ୍ତିକ ମାସର ଶେଷ ସୋମବାର ତଥା ବଡ଼ଓଷା। ଏଥିପାଇଁ ଚଳଚଞ୍ଚଳ  ହୋଇଛି କଟକ ସ୍ଥିତ ଧବଳେଶ୍ୱରଙ୍କ ପୀଠ। ମହାପ୍ରଭୁ ଆଜି ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ରାତି ୩ଟାରୁ ସମସ୍ତ ରୀତିନୀତି ସମାପନ ହେବାପରେ ବାବା ଧବଳେଶ୍ୱର ବଡ଼ ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ମଧ୍ୟରାତ୍ରିରେ ଧବଳେଶ୍ୱରଙ୍କ ଠାରେ ପ୍ରଭୁଙ୍କ ପ୍ରିୟ ଗଜଭୋଗ ଲାଗି ହେବ। ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ […]

ମସୀ

ମସୀ

Rakesh Mallick
  • Published: Monday, 23 November 2015
  • Updated: 23 November 2015, 04:58 AM IST

Sports

Latest News

କଟକ: ଆଜି କାର୍ତ୍ତିକ ମାସର ଶେଷ ସୋମବାର ତଥା ବଡ଼ଓଷା। ଏଥିପାଇଁ ଚଳଚଞ୍ଚଳ  ହୋଇଛି କଟକ ସ୍ଥିତ ଧବଳେଶ୍ୱରଙ୍କ ପୀଠ। ମହାପ୍ରଭୁ ଆଜି ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ରାତି ୩ଟାରୁ ସମସ୍ତ ରୀତିନୀତି ସମାପନ ହେବାପରେ ବାବା ଧବଳେଶ୍ୱର ବଡ଼ ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ମଧ୍ୟରାତ୍ରିରେ ଧବଳେଶ୍ୱରଙ୍କ ଠାରେ ପ୍ରଭୁଙ୍କ ପ୍ରିୟ ଗଜଭୋଗ ଲାଗି ହେବ। ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story