ଆଳିରେ ଗୋଷ୍ଠୀ ସଂଘର୍ଷ, ୪ ଆହତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଇଦିମାଳ ଓ ବଲେସୋରପୁର ଗାଁ ମଧ୍ୟରେ ଆଜି ଗୋଷ୍ଠୀ ସଂଘର୍ଷ ଘଟି ୪ ଜଣ ଆହତ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷର କାରଣ ଜଣାପଡ଼ି ନାହିଁ। ଢ଼େଲାମାଡରେ ଉଭୟଙ୍କ ପକ୍ଷରୁ ୪ ଜଣ ଆହତ ହେବା ସହ କିଛି ଘର ଭାଙ୍ଗିଯାଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାକୁ ନେଇ […]

police

police

Rakesh Mallick
  • Published: Monday, 11 January 2016
  • Updated: 11 January 2016, 10:51 AM IST

Sports

Latest News

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଇଦିମାଳ ଓ ବଲେସୋରପୁର ଗାଁ ମଧ୍ୟରେ ଆଜି ଗୋଷ୍ଠୀ ସଂଘର୍ଷ ଘଟି ୪ ଜଣ ଆହତ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷର କାରଣ ଜଣାପଡ଼ି ନାହିଁ। ଢ଼େଲାମାଡରେ ଉଭୟଙ୍କ ପକ୍ଷରୁ ୪ ଜଣ ଆହତ ହେବା ସହ କିଛି ଘର ଭାଙ୍ଗିଯାଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଳି ଥାନା ଅଧିକାରୀ ନୀଳକଣ୍ଠ ପ୍ରସାଦ ପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story