ଅଲ୍ ଓଡିଶା କଲେଜ ଡିଇଓ ସଂଘର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମ ପରିସରରେ ରବିବାର ମଧ୍ୟାହ୍ନରେ ସଂଘର ସଭାପତି ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅଲ୍ ଓଡିଶା କଲେଜ ଡିଇଓ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କଲେଜ ଡିଇଓ ମାନଙ୍କର ସମସ୍ୟା ଉପରେ ଆଲୋଚନା କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିଲା। ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ଚାକିରି ସ୍ଥାୟୀ, ଦରମା, ଅନ୍ୟାନ୍ୟ ଭତ୍ତା ସୁବିଧା, ଇପିଏଫ ପଞ୍ଜୀକରଣ […]

bo

bo

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 06:47 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମ ପରିସରରେ ରବିବାର ମଧ୍ୟାହ୍ନରେ ସଂଘର ସଭାପତି ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅଲ୍ ଓଡିଶା କଲେଜ ଡିଇଓ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ କଲେଜ ଡିଇଓ ମାନଙ୍କର ସମସ୍ୟା ଉପରେ ଆଲୋଚନା କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଥିଲା।

ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ଚାକିରି ସ୍ଥାୟୀ, ଦରମା, ଅନ୍ୟାନ୍ୟ ଭତ୍ତା ସୁବିଧା, ଇପିଏଫ ପଞ୍ଜୀକରଣ ଓ ଚାକିରିରେ ଛୁଟି ପ୍ରଦାନ ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଭଳି ସୁବିଧା ପ୍ରଦାନ କରିବା ପାଇଁ ସଂଘ ଦାବି କରିଛି।

ସଂଘର ସମ୍ପାଦକ ଅରୁଣ ବାରିକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଅମୂଲ୍ୟ ରତ୍ନ ଷଡଙ୍ଗୀ, କଳ୍ପତରୁ ପଣ୍ଡା, ବିନୟ ମିଶ୍ର, ସରୋଜ କୁମାର ନାୟକ, ଦେବବ୍ରତ ସାହୁ ଓ ପ୍ରଶାନ୍ତ ବରାଳ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story