ଆନନ୍ଦପୁର: ପିତାନାଉ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ଆନନ୍ଦପୁର: ଆନନ୍ଦପୁର ହଦଗଡ ହସ୍ତୀ ଅଭୟାରଣ୍ୟ ଅଞ୍ଚଳର ପିତାନାଉ ଜଙ୍ଗଲରେ ସୋମବାର  ଏକ ବୟସ୍କା ମାଈ ହାତୀର ମୃତ ହୋଇଛି।  ମୃତ ହାତୀର ବୟସ ପାଖାପାଖି ୬୦ ବୋଲି ଜଣାପଡ଼ିଛି। ହାତୀଟିର ଆଜି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ସ୍ଥାନକୁ ସିଲ୍  କରିଛନ୍ତି। ହାତୀର  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ମାଈ ହାତୀଟି ଦୀର୍ଘ ସାତ ଦିନ ଧରି ଅସୁସ୍ଥ ଥିଲା। […]

hati

hati

Rakesh Mallick
  • Published: Monday, 16 May 2016
  • Updated: 16 May 2016, 09:33 AM IST

Sports

Latest News

ଆନନ୍ଦପୁର: ଆନନ୍ଦପୁର ହଦଗଡ ହସ୍ତୀ ଅଭୟାରଣ୍ୟ ଅଞ୍ଚଳର ପିତାନାଉ ଜଙ୍ଗଲରେ ସୋମବାର  ଏକ ବୟସ୍କା ମାଈ ହାତୀର ମୃତ ହୋଇଛି।  ମୃତ ହାତୀର ବୟସ ପାଖାପାଖି ୬୦ ବୋଲି ଜଣାପଡ଼ିଛି। ହାତୀଟିର ଆଜି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ସ୍ଥାନକୁ ସିଲ୍  କରିଛନ୍ତି। ହାତୀର  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ, ମାଈ ହାତୀଟି ଦୀର୍ଘ ସାତ ଦିନ ଧରି ଅସୁସ୍ଥ ଥିଲା। ବନ ବିଭାଗ  କର୍ମଚାରୀ ଏହି ଅସୁସ୍ଥ ହାତୀଟିକୁ ଚିକିତ୍ସା କରୁଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos