ଅନୁଗୋଳ: ଜଳନ୍ତା କୋଇଲା ସଂସ୍ପର୍ଶରେ ଆସି ୩ ଶ୍ରମିକ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲର ଲିଙ୍ଗରାଜ କୋଇଲା ଖଣିରେ ଆଜି ଦୁର୍ଘଟଣା ଘଟିଛି। ଜଳନ୍ତା କୋଇଲା ସଂସ୍ପର୍ଶରେ ଆସି ୩ଜଣ ଶ୍ରମିକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ମଦନ ନାୟକ, କାର୍ତ୍ତିକ ଚନ୍ଦ୍ର ନାୟକ ଏବଂ ସେଫ୍ଟି ଅଫିସର ୱାଇ. ଭେଙ୍କଟେଶଙ୍କୁ ନେହେରୁ ଶତାଦ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭେଙ୍କଟେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ସୂଚନାଯୋଗ୍ୟ, ଲିଙ୍ଗରାଜ କୋଇଲା ଖଣିର ଶାନ୍ତିନଗର ୪ ନମ୍ୱର ପ୍ୟାଚରେ ଆଜି ଏମାନେ […]

angul

angul

Rakesh Mallick
  • Published: Sunday, 11 October 2015
  • Updated: 11 October 2015, 02:43 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲର ଲିଙ୍ଗରାଜ କୋଇଲା ଖଣିରେ ଆଜି ଦୁର୍ଘଟଣା ଘଟିଛି। ଜଳନ୍ତା କୋଇଲା ସଂସ୍ପର୍ଶରେ ଆସି ୩ଜଣ ଶ୍ରମିକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ମଦନ ନାୟକ, କାର୍ତ୍ତିକ ଚନ୍ଦ୍ର ନାୟକ ଏବଂ ସେଫ୍ଟି ଅଫିସର ୱାଇ. ଭେଙ୍କଟେଶଙ୍କୁ ନେହେରୁ ଶତାଦ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭେଙ୍କଟେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି ।
ସୂଚନାଯୋଗ୍ୟ, ଲିଙ୍ଗରାଜ କୋଇଲା ଖଣିର ଶାନ୍ତିନଗର ୪ ନମ୍ୱର ପ୍ୟାଚରେ ଆଜି ଏମାନେ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ପ୍ରାୟ ୧୫ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ । ହେଲେ ଅନ୍ୟମାନେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏମସିଏଲରେ ଏପରି ଘଟଣା ନେଇ ଶ୍ରମିକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story