ଅନୁଗୋଳ: ହାତୀର ମୃତଦେହ ଠାବ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋପୀନାଥପୁର ଗାଁ ନିକଟରେ ଆଜି ଏକ ଅଣ୍ଡିରା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ପ୍ରାୟ ୧୦ ବର୍ଷ ହେବ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ହାତୀଟିର ଶରୀରରେ କୌଣସି ବାହ୍ୟ ଆଘାତ ନାହିଁ। ତେଣୁ ହାତୀଟିର ମୃତ୍ୟୁର କାରଣ କେବଳ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

elephant

elephant

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 10:36 AM IST

Sports

Latest News

elephantଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋପୀନାଥପୁର ଗାଁ ନିକଟରେ ଆଜି ଏକ ଅଣ୍ଡିରା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ପ୍ରାୟ ୧୦ ବର୍ଷ ହେବ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ହାତୀଟିର ଶରୀରରେ କୌଣସି ବାହ୍ୟ ଆଘାତ ନାହିଁ। ତେଣୁ ହାତୀଟିର ମୃତ୍ୟୁର କାରଣ କେବଳ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story