ଅନୁଗୋଳ: ହାତୀ ଛୁଆର ମୃତ ଦେହ ଠାବ

ଅନୁଗୋଳ: ଅନୁଗୋଳ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ପୁରୁଣାଗଡ ରେଞ୍ଜ ଅଧୀନ ବୃତ୍ତି ନିକଟରୁ ଏକ ହାତୀ ଛୁଆର ମୃତଦେହକୁ ଶନିବାର ଉଦ୍ଧାର କରିଛି ବନ ବିଭାଗ। ୨ରୁ ୩ ଦିନ ହେବ ଏହି ହାତୀ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାର କରାଯାଇଥିବା ହାତୀ ଛୁଆର ବୟସ ଆନୁମାନିକ ୩ ରୁ ୪ ବର୍ଷ ହେବ। ଛୁଆହାତୀ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ବିଦ୍ୟୁତ୍ ଆଘାତରୁ ତା’ର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। […]

elephant death

elephant death

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 11:06 AM IST

Sports

Latest News

ଅନୁଗୋଳ: ଅନୁଗୋଳ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ପୁରୁଣାଗଡ ରେଞ୍ଜ ଅଧୀନ ବୃତ୍ତି ନିକଟରୁ ଏକ ହାତୀ ଛୁଆର ମୃତଦେହକୁ ଶନିବାର ଉଦ୍ଧାର କରିଛି ବନ ବିଭାଗ। ୨ରୁ ୩ ଦିନ ହେବ ଏହି ହାତୀ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାର କରାଯାଇଥିବା ହାତୀ ଛୁଆର ବୟସ ଆନୁମାନିକ ୩ ରୁ ୪ ବର୍ଷ ହେବ। ଛୁଆହାତୀ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ବିଦ୍ୟୁତ୍ ଆଘାତରୁ ତା’ର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁରୁଣାଗଡ଼ ରେଞ୍ଜ ଅଫିସର ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story