ଆଠଗଡ଼: ପୁନଃଗଣତି ବେଳେ ଉତ୍ତେଜନା

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନନ୍ତପୁର ପଞ୍ଚାୟରେ ଭୋଟ ପୁନଃଗଣତି ବେଳେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ବ୍ଲକ ଅଫିସ ଘେରାଉ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି। ଅନନ୍ତପୁର ପଞ୍ଚାୟତରୁ ଆସିଥିବା ବାଲଟ ବକ୍ସ ସିଲ ହୋଇନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

Athagad

Athagad

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 12:39 PM IST

Sports

Latest News

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନନ୍ତପୁର ପଞ୍ଚାୟରେ ଭୋଟ ପୁନଃଗଣତି ବେଳେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ବ୍ଲକ ଅଫିସ ଘେରାଉ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି।

ଅନନ୍ତପୁର ପଞ୍ଚାୟତରୁ ଆସିଥିବା ବାଲଟ ବକ୍ସ ସିଲ ହୋଇନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story