ବଡ଼ଓଷା ପାଇଁ ଚଳଚଞ୍ଚଳ ଶୈବପୀଠ ଧବଳେଶ୍ୱର

ଆଠଗଡ଼: ପବିତ୍ର ପଞ୍ଚକ ବ୍ରତର ଆଜି ଦ୍ୱିତୀୟ ଦିନ। ଏଥିପାଇଁ ଚଳଞ୍ଚଳ କଟକର ଧବଳେଶ୍ୱର ପୀଠ। ଆଜି ମହାଦେବଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା। ଆଜି ଦ୍ୱିତୀୟ ପଞ୍ଚକ ହୋଇଥିବା ବେଳେ ମହାଦେବଙ୍କ ପୀଠରେ ଗତକାଲି ପାଳିତ ହୋଇଥିଲା ଦ୍ୱିତୀୟ ପଞ୍ଚକ। ବଡ଼ ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ପ୍ରଭୁ ଧବଳେଶ୍ୱର। ମହାଦେବଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଧବଳେଶ୍ୱର ପୀଠରେ ବଡ଼ଓଷା ପାଇଁ ବ୍ୟାପକ ପ୍ରସ୍ତୁତି ସହିତ ମନ୍ଦିର ପ୍ରଶାସନ ଓ […]

dhabaleswar

dhabaleswar

Rakesh Mallick
  • Published: Saturday, 12 November 2016
  • Updated: 12 November 2016, 05:08 PM IST

Sports

Latest News

ଆଠଗଡ଼: ପବିତ୍ର ପଞ୍ଚକ ବ୍ରତର ଆଜି ଦ୍ୱିତୀୟ ଦିନ। ଏଥିପାଇଁ ଚଳଞ୍ଚଳ କଟକର ଧବଳେଶ୍ୱର ପୀଠ। ଆଜି ମହାଦେବଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା। ଆଜି ଦ୍ୱିତୀୟ ପଞ୍ଚକ ହୋଇଥିବା ବେଳେ ମହାଦେବଙ୍କ ପୀଠରେ ଗତକାଲି ପାଳିତ ହୋଇଥିଲା ଦ୍ୱିତୀୟ ପଞ୍ଚକ। ବଡ଼ ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ପ୍ରଭୁ ଧବଳେଶ୍ୱର। ମହାଦେବଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଧବଳେଶ୍ୱର ପୀଠରେ ବଡ଼ଓଷା ପାଇଁ ବ୍ୟାପକ ପ୍ରସ୍ତୁତି ସହିତ ମନ୍ଦିର ପ୍ରଶାସନ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos