ବଲାଙ୍ଗିର: ବସ୍‌ ଓଲଟି ୫ ଆହତ

ବଲାଙ୍ଗିର: ବଲାଙ୍ଗିର ସଦରଥାନା ସିଂଖମନ ଗାଁ ନିକଟରେ ରାସ୍ତାକଡକୁ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଦିନ ପ୍ରାୟ ୧୨ଟାରେ ବନ୍ଧପଡା ଠାରୁ ବଲାଙ୍ଗିରକୁ ଆସୁଥିଲା ସାରଳା ନାମକ ଏହି ବସ୍। ବସରେ ମାତ୍ର ୧୦ ଜଣ ଯାତ୍ରୀ ଥିଲେ। ବସଟି ସିଂଖମନ ନିକଟରେ ରାସ୍ତା କଡକୁ ଓଲଟି ପଡ଼ିବା ପରେ ଗୋଟିଏ ଗଛରେ ବାଡେଇ ହୋଇ ରହିଯାଇଥିଲା। […]

bus

bus

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 06:01 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ସଦରଥାନା ସିଂଖମନ ଗାଁ ନିକଟରେ ରାସ୍ତାକଡକୁ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧୨ଟାରେ ବନ୍ଧପଡା ଠାରୁ ବଲାଙ୍ଗିରକୁ ଆସୁଥିଲା ସାରଳା ନାମକ ଏହି ବସ୍। ବସରେ ମାତ୍ର ୧୦ ଜଣ ଯାତ୍ରୀ ଥିଲେ। ବସଟି ସିଂଖମନ ନିକଟରେ ରାସ୍ତା କଡକୁ ଓଲଟି ପଡ଼ିବା ପରେ ଗୋଟିଏ ଗଛରେ ବାଡେଇ ହୋଇ ରହିଯାଇଥିଲା।  ଦୁର୍ଘଟଣା ପରେ ବସ୍ କର୍ମଚାରୀ  ଫେରାର ହୋଇଯାଇଛନ୍ତି। ବଲାଙ୍ଗିର ସଦର ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story