ବାଲେଶ୍ୱର: ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳପଦା ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ଉଦ୍ଧାର କରାଯାଇଛି। ଉଦ୍ଧାର ଡଲଫିନ୍‌ ୪ ଫୁଟ ଲମ୍ବ ଓ ୫୦ କେଜି ଓଜନର। ସ୍ଥାନୀୟ ଲୋକେ ଡଲଫିନ୍‌ଟିକୁ ଦେଖି ବନ୍ୟପ୍ରାଣୀ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରଲକ ମାଡ଼ କିମ୍ବା ଜାଲରେ ପଡି ଡଲଫିନ୍‌ଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

soro

soro

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 01:49 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳପଦା ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ଉଦ୍ଧାର କରାଯାଇଛି। ଉଦ୍ଧାର ଡଲଫିନ୍‌ ୪ ଫୁଟ ଲମ୍ବ ଓ ୫୦ କେଜି ଓଜନର। ସ୍ଥାନୀୟ ଲୋକେ ଡଲଫିନ୍‌ଟିକୁ ଦେଖି ବନ୍ୟପ୍ରାଣୀ ବିଭାଗକୁ ସୂଚନା ଦେଇଥିଲେ।

ଖବରପାଇ ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରଲକ ମାଡ଼ କିମ୍ବା ଜାଲରେ ପଡି ଡଲଫିନ୍‌ଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story