ଡମ୍ପର ଧକ୍କାରେ କଲେଜ ଛାତ୍ରୀ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ରାସ୍ତାର ଛଚିନା ଛକରେ ଆଜି ଏକ ଡମ୍ପର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଅର୍ପିତା ବିଶ୍ୱାଳ। ସେ ଜାମଶୁଳି ସ୍ଥିତ ଲକ୍ଷ୍ମୀନାରାୟଣ କଲେଜର ଯୁକ୍ତ ୩ର ଶେଷ ବର୍ଷର ଛାତ୍ରୀ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଡମ୍ପରଟିରେ ନିଆଁ ଲଗାଇ ଦେଇଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗାଁ ଲୋକ ଦଇଡ଼ା ଛକରେ ରାସ୍ତାରୋକ କରିଥିବା ବେଳେ ହମ୍ପସ୍ ନିର୍ମାଣ […]

dumper

dumper

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 10:45 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ରାସ୍ତାର ଛଚିନା ଛକରେ ଆଜି ଏକ ଡମ୍ପର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଅର୍ପିତା ବିଶ୍ୱାଳ। ସେ ଜାମଶୁଳି ସ୍ଥିତ ଲକ୍ଷ୍ମୀନାରାୟଣ କଲେଜର ଯୁକ୍ତ ୩ର ଶେଷ ବର୍ଷର ଛାତ୍ରୀ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଡମ୍ପରଟିରେ ନିଆଁ ଲଗାଇ ଦେଇଥିଲେ।

ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗାଁ ଲୋକ ଦଇଡ଼ା ଛକରେ ରାସ୍ତାରୋକ କରିଥିବା ବେଳେ ହମ୍ପସ୍ ନିର୍ମାଣ ଓ କ୍ଷତିପୂରଣ ଦାବିରେ ଛଚିନା ଛକରେ କଲେଜ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story