ଟଙ୍କା ବାଣ୍ଟୁଥିବା ବେଳେ ରେମୁଣା ପୂର୍ବତନ ବିଧାୟକଙ୍କୁ ମାଡ଼ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କୁ ଆଜି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସରସ୍ୱତୀପୁର ସରକାର ନଗରରେ ଶ୍ରୀ ଜେନା ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେହିପରି ବାହାନଗା ବ୍ଲକ କଲ୍ୟାଣୀ ଗାଁରେ ଆଜି ରାଜନୈତିକ ହିଂସା ଘଟିଛି। ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ୧୫ରୁ ଅଧିକ ଆହତ ହୋଇ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ୧୭ ତାରିଖରେ ଏହି […]

HomeOdisha147 ConstituencyREMUNASudarshan Jena

HomeOdisha147 ConstituencyREMUNASudarshan Jena

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 10:21 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କୁ ଆଜି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସରସ୍ୱତୀପୁର ସରକାର ନଗରରେ ଶ୍ରୀ ଜେନା ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସେହିପରି ବାହାନଗା ବ୍ଲକ କଲ୍ୟାଣୀ ଗାଁରେ ଆଜି ରାଜନୈତିକ ହିଂସା ଘଟିଛି। ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ୧୫ରୁ ଅଧିକ ଆହତ ହୋଇ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଗତ ୧୭ ତାରିଖରେ ଏହି ବ୍ଲକରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଏଥିରେ ସରପଞ୍ଚ ପ୍ରାର୍ଥୀ ମମତା ଦାସ ବିଜୟୀ ହୋଇଥିଲେ। ଆଜି ସନ୍ଧ୍ୟାରେ ମମତା ତାଙ୍କ ସମର୍ଥକଙ୍କୁ ଗହଣରେ ଶୋଭାଯାତ୍ରାରେ ଯାଉଥିବା ବେଳେ ଅନ୍ୟ ଏକ ରାଜନୈତିକ ଦଳର ଲୋକେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos