ବାଲେଶ୍ୱର: ଜେସିବିରେ ଚାପି ହୋଇ ମହିଳା ମୃତ

ବାଲେଶ୍ୱର:  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗଡ଼ସାହି ନିକଟରେ ଆଜି ଜେସିବିରେ  ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।  ତାଙ୍କ ନାଁ ସୁଶୀଳା ପୃଷ୍ଟି। ତାଙ୍କ ଘର ଗଡ଼ସାହିର ବୋଲି ଜଣାପଡିଛି।  ଦୁର୍ଘଟଣା ଘଟାଇଥିବା ଜେସିବି ଡ୍ରାଇଭର ଫେରାର ହୋଇଯାଇଛି। ମୃତକ ପରିବାର ପକ୍ଷରୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ପୋଲିସ୍ ଡ୍ରାଇଭରଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜୁ କରି ଜେସିବି ମେସିନକୁ ଜବତ କରିଛି। ମୃତ ସୁଶୀଳାଙ୍କ ଦିଅର ପ୍ରମୋଦ ପୃଷ୍ଟି […]

baripda

baripda

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 09:59 AM IST

ବାଲେଶ୍ୱର:  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗଡ଼ସାହି ନିକଟରେ ଆଜି ଜେସିବିରେ  ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।  ତାଙ୍କ ନାଁ ସୁଶୀଳା ପୃଷ୍ଟି। ତାଙ୍କ ଘର ଗଡ଼ସାହିର ବୋଲି ଜଣାପଡିଛି।  ଦୁର୍ଘଟଣା ଘଟାଇଥିବା ଜେସିବି ଡ୍ରାଇଭର ଫେରାର ହୋଇଯାଇଛି। ମୃତକ ପରିବାର ପକ୍ଷରୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ପୋଲିସ୍ ଡ୍ରାଇଭରଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜୁ କରି ଜେସିବି ମେସିନକୁ ଜବତ କରିଛି।

ମୃତ ସୁଶୀଳାଙ୍କ ଦିଅର ପ୍ରମୋଦ ପୃଷ୍ଟି କହିଛନ୍ତି ଯେ ସେ କପ୍ତିପଦାସ୍ଥିତ ତାଙ୍କ ଝିଅ ଘରକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କ୍ଷତିପୂରଣ ବାବଦକୁ ତାଙ୍କ ପରିବାରକୁ ଲକ୍ଷେ ଟଙ୍କା ଦିଆଯାଉ ବୋଲି ଆମେ ଦାବି କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story