ବାଲେଶ୍ୱର: ବସ୍ ଦୁର୍ଘଟଣା, ୧୦ ଯାତ୍ରୀ ଆହତ

ବାଲେଶ୍ୱର: ଖନ୍ତାପଡ଼ା ଥାନା ନିକଟ ୫ନମ୍ୱର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ଜଣ ଆହତ ହୋଇଛନ୍ତି। ବସଟି ଭାରସାମ୍ୟ ହରାଇ ନିକଟସ୍ଥ ନୟନଯୋରୀକୁ ଓଲଟି ପଡ଼ିଥିଲା। ବସଟି ଭୁବନେଶ୍ୱରରୁ ଦୀଘା ବୋର୍ଡର ଯାଉଥିଲା। ଆହତମାନଙ୍କୁ ବାଲେଶ୍ୱର ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ଜଳେଶ୍ୱର ଓ କମର୍ଦ୍ଦା ଅଞ୍ଚଳର ବୋଲି ଜଣାପଡ଼ିଛି।

accident

accident

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 09:26 AM IST

ବାଲେଶ୍ୱର: ଖନ୍ତାପଡ଼ା ଥାନା ନିକଟ ୫ନମ୍ୱର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ଜଣ ଆହତ ହୋଇଛନ୍ତି। ବସଟି ଭାରସାମ୍ୟ ହରାଇ ନିକଟସ୍ଥ ନୟନଯୋରୀକୁ ଓଲଟି ପଡ଼ିଥିଲା। ବସଟି ଭୁବନେଶ୍ୱରରୁ ଦୀଘା ବୋର୍ଡର ଯାଉଥିଲା। ଆହତମାନଙ୍କୁ ବାଲେଶ୍ୱର ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ଜଳେଶ୍ୱର ଓ କମର୍ଦ୍ଦା ଅଞ୍ଚଳର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos