ପରୀକ୍ଷଣ ହେଲା ପୃଥ୍ୱୀ-୨

ବାଲେଶ୍ୱର: ବାଲେଶ୍ୱରରେ ବାଲିଷ୍ଟିକ୍ ମିସାଇଲ୍ ପୃଥ୍ୱୀ-୨ର ପରୀକ୍ଷଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ‌ଆଜି ସକାଳ ୯ଟା ୫୦ମିନିଟରେ ଏହାର ପରୀକ୍ଷଣ କରାଯାଇଛି।  ପୃଥ୍ୱୀ-୨ର ହେଉଛି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ । ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲକୁ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରିବ। ଡିଆରଡିଓ ଏବଂ ଭାରତ ଡାୟନାମିକ୍ ଲିମିଟେଡର ମିଳିତ ଉଦ୍ୟମରେ ଏହି ମିସାଇଲ୍ ପ୍ରସ୍ତୁତ ହୋଇଛି। ଏହାର ପ୍ରଥମ ପରୀକ୍ଷଣ ୧୯୯୬ ମସିହା ଜାନୁୟାରୀ ୨୭ ତାରିଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର […]

agni_ii,,

agni_ii,,

Rakesh Mallick
  • Published: Friday, 02 June 2017
  • Updated: 02 June 2017, 10:28 PM IST

ବାଲେଶ୍ୱର: ବାଲେଶ୍ୱରରେ ବାଲିଷ୍ଟିକ୍ ମିସାଇଲ୍ ପୃଥ୍ୱୀ-୨ର ପରୀକ୍ଷଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ‌ଆଜି ସକାଳ ୯ଟା ୫୦ମିନିଟରେ ଏହାର ପରୀକ୍ଷଣ କରାଯାଇଛି।  ପୃଥ୍ୱୀ-୨ର ହେଉଛି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ । ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲକୁ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରିବ। ଡିଆରଡିଓ ଏବଂ ଭାରତ ଡାୟନାମିକ୍ ଲିମିଟେଡର ମିଳିତ ଉଦ୍ୟମରେ ଏହି ମିସାଇଲ୍ ପ୍ରସ୍ତୁତ ହୋଇଛି। ଏହାର ପ୍ରଥମ ପରୀକ୍ଷଣ ୧୯୯୬ ମସିହା ଜାନୁୟାରୀ ୨୭ ତାରିଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହୋଇଥିଲା। ସିଙ୍ଗଲ ଷ୍ଟେଜ୍ ଇଂଜିନରେ ତରଳ ଇନ୍ଧନ ବ୍ୟବହାର କରାଯାଉଥିବା ଏହି ମିସାଇଲର ଲମ୍ବ ୮.୫୬ ମିଟର। ମୋଟେଇ ୧୧୦ ସେଣ୍ଟିମିଟର ଏବଂ ଓଜନ ୪ହଜାର ୬ଶହ କିଲୋଗ୍ରାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story