ବରଗଡ: ବାଣଗୋଦାମରେ ନିଆଁ ଲାଗି ୭ ଆହତ

ବରଗଡ: ବରଗଡ ସହରରେ ଶୁକ୍ରବାର ଅପରାହ୍ନରେ ଏକ ବାଣ ଗୋଦାମରେ ନିଆଁ ଲାଗିଯିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବାରୁ ସେମାନଙ୍କ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନାହିଁ। ମିଳିଥିବା ସୂଚନା ମୁତାବକ ଗୋଦାମଟି ଜଗଦୀଶ ଲାଠ ନାମକ ଜଣେ ବ୍ୟବସାୟୀଙ୍କର। ସେ ନିଜେ ରହୁଥିବା […]

baragard

baragard

Rakesh Mallick
  • Published: Friday, 26 February 2016
  • Updated: 26 February 2016, 03:45 PM IST

Sports

Latest News

ବରଗଡ: ବରଗଡ ସହରରେ ଶୁକ୍ରବାର ଅପରାହ୍ନରେ ଏକ ବାଣ ଗୋଦାମରେ ନିଆଁ ଲାଗିଯିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନ ସୁଧୁରିବାରୁ ସେମାନଙ୍କ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନାହିଁ। ମିଳିଥିବା ସୂଚନା ମୁତାବକ ଗୋଦାମଟି ଜଗଦୀଶ ଲାଠ ନାମକ ଜଣେ ବ୍ୟବସାୟୀଙ୍କର। ସେ ନିଜେ ରହୁଥିବା ଘରେ ଗୋଦାମ କରି ବାଣ ରଖୁଥିଲେ। ଆଜି ଅପରାହ୍ଣରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ବାଣଗୁଡିକ ପ୍ରଚଣ୍ଡ ଶବ୍ଦ କରି ଫୁଟି ଥିଲା। ନିଆଁ ଯୋଗୁଁ ଗୋଦାମ ଘର ଓ ଘରେ ଥିବା ଏକ କାର ପୋଡି ଯାଇଛି। ନିଆଁ ଏତେ ଭୟାବହ ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ। ଘଟଣାସ୍ଥଳରେ ୪ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବରଗଡ ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story