ବରଗଡ: ୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ଶ୍ରମ ଅଧିକାରୀ

ବରଗଡ: ତଦନ୍ତର ନକଲ କପି ପ୍ରଦାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ ସହକାରୀ ଶ୍ରମ ଅଧିକାରୀ ଜତିନ୍ଦ୍ରନାଥ ପଣ୍ଡା। ଅଭିଯୋଗକାରୀ କୃଷ୍ଣଚନ୍ଦ୍ର ଠାକୁର ବରଗଡ ବରାହଗୋଡା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗତ ୨୦୦୩ରୁ ୨୦୧୩ ମସିହା ଯାଏ କାମ କରିଥିଲେ। ଦୀର୍ଘଦିନ ଧରି କୃଷ୍ଣଚନ୍ଦ୍ର କାମ କରିଥିଲେ ମଧ୍ୟ ପେଟ୍ରୋଲ ପମ୍ପ ମାଲିକ ତାଙ୍କୁ ୬୪ ହଜାର ଟଙ୍କା ନ ଦେଇ ଚାକିରରୁ ବାହାର କରି ଦେଇଥିଲେ। ନ୍ୟାୟ […]

baragard

baragard

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 12:40 PM IST

baragardବରଗଡ: ତଦନ୍ତର ନକଲ କପି ପ୍ରଦାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ ସହକାରୀ ଶ୍ରମ ଅଧିକାରୀ ଜତିନ୍ଦ୍ରନାଥ ପଣ୍ଡା।

ଅଭିଯୋଗକାରୀ କୃଷ୍ଣଚନ୍ଦ୍ର ଠାକୁର ବରଗଡ ବରାହଗୋଡା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗତ ୨୦୦୩ରୁ ୨୦୧୩ ମସିହା ଯାଏ କାମ କରିଥିଲେ। ଦୀର୍ଘଦିନ ଧରି କୃଷ୍ଣଚନ୍ଦ୍ର କାମ କରିଥିଲେ ମଧ୍ୟ ପେଟ୍ରୋଲ ପମ୍ପ ମାଲିକ ତାଙ୍କୁ ୬୪ ହଜାର ଟଙ୍କା ନ ଦେଇ ଚାକିରରୁ ବାହାର କରି ଦେଇଥିଲେ। ନ୍ୟାୟ ପାଇବା ପାଇଁ କୃଷ୍ଣଚନ୍ଦ୍ର ବରଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ସହକାରୀ ଶ୍ରମ ଅଧିକାରୀ ଜତିନ୍ଦ୍ର ନାଥ ପଣ୍ଡା ଏହି ମାମଲାର ତଦନ୍ତ କରୁଥିଲେ। ତେବେ ତଦନ୍ତର ଏକ ନକଲ ପାଇଁ କୃଷ୍ଣଚନ୍ଦ୍ର ତାଙ୍କ ନିକଟରେ ଆବେଦନ କରିଥିଲେ। ନକଲ କପି ଦେବା ପାଇଁ ସହକାରୀ ଶ୍ରମ ଅଧିକାରୀ ପ୍ରଥମେ ୧୦ ହଜାର ଟଙ୍କା ମାଗିଥିଲେ। ମାତ୍ର କୃଷ୍ଣଚନ୍ଦ୍ର ଏତେ ଟଙ୍କା ଦେବାକୁ ସକ୍ଷମ ହୋଇ ନ ଥିଲେ। ପରେ ୨୫୦୦ଟଙ୍କାରେ କଥା ଛିଣ୍ଡିଥିଲା।

ପ୍ରଥମ ପର୍ଯ୍ୟାୟରେ କୃଷ୍ଣଚନ୍ଦ୍ର ୨୦୦ ଟଙ୍କା ଦେଇଥିଲା ବେଳେ ବରଗଡ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ଜବତ ହୋଇଥିବା ୨ହଜାର ଟଙ୍କାକୁ ରସାୟନିକ ପ୍ରଲେପ ଦିଆଯାଇଥିଲା ‍ବୋଲି ବରଗଡ ଭିଜିଲାନ୍ସ ଡିଏସପି ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story