କ୍ଲୋରୋକୁଇନ ଖାଇ କନଷ୍ଟେବଳ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନାର କନଷ୍ଟେବଳ ଶୁଭେନ୍ଦୁ ଗିରି କ୍ଲୋରୋକୁଇନ୍‌ ବଟିକା ଖାଇ ଗୁରୁତର ହୋଇଥିଲେ। ତାଙ୍କୁ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କେଉଁକାରଣରୁ ସେ କ୍ଲୋରୋକୁଇ ବଟିକା ଖାଇଲେ ତାହା ଜଣାପଡ଼ିନି। ଏପରିକି ରାଇରଙ୍ଗପୁର ଟାଉନ୍‌ ଥାନା ପୋଲିସ୍‌ ଏନେଇ କୌଣସି ପ୍ରତିକ୍ରିୟା ଦେଇନି।

rairanjpur constanle sucid attempt

rairanjpur constanle sucid attempt

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 09:22 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story