ବାରିପଦା: ବାଙ୍ଗିରିପୋଷି ଘାଟିରେ ଟ୍ରକ୍ ଓଲଟି ଜଣେ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ ଘୋଷ। ଏଥିରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାର୍ବଲ ବୋଝେଇ ଏହି ଟ୍ରକ୍‌ଟି ରାୟପୁରରୁ କୋଲକାତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଘାଟିରେ ଏହା ନିୟନ୍ତ୍ରଣ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଟ୍ରକଟି ଚୂରମାର ହୋଇଯାଇଛି। ଦୁର୍ଘଟଣା ସଂପର୍କରେ ସୂଚନା […]

baripada-accident

baripada-accident

Rakesh Mallick
  • Published: Monday, 25 April 2016
  • Updated: 25 April 2016, 05:42 AM IST

Sports

Latest News

baripada-accidentବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ ଘୋଷ। ଏଥିରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମାର୍ବଲ ବୋଝେଇ ଏହି ଟ୍ରକ୍‌ଟି ରାୟପୁରରୁ କୋଲକାତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଘାଟିରେ ଏହା ନିୟନ୍ତ୍ରଣ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଟ୍ରକଟି ଚୂରମାର ହୋଇଯାଇଛି। ଦୁର୍ଘଟଣା ସଂପର୍କରେ ସୂଚନା ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story