ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲା: ଭରଣ ପୋଷଣ ପାଇଁ ଅର୍ଥ ପ୍ରଦାନ କଲେ ରାଜାଶ୍ରୀ

ବାଲେଶ୍ୱର: ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାରେ ଗୁରୁବାର ବାଲେଶ୍ୱର ପରିବାର ଅଦାଲତରୁ ଭରଣ ପୋଷଣ ବାବଦ ଟଙ୍କା ଗ୍ରହଣ କରିଛନ୍ତି ବର୍ଷାସୋନୀ। ଆଜି ସେ ମାସିକ ଭରଣପୋଷଣ ବାବଦକୁ ପ୍ରଥମ ଥର ପାଇଁ ୨୫ ହଜାର ଟଙ୍କା ଗ୍ରହଣ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶରେ ରାଜାଶ୍ରୀଙ୍କ ଓକିଲ ପରିବାର ଅଦାଲତରେ ବର୍ଷାସୋନୀଙ୍କ ଭରଣପୋଷଣ ଅର୍ଥ ଜମା କରିଥିଲେ। ଏହାପରେ ଅଦାଲତ ୨୫ ହଜାର ଟଙ୍କା ବର୍ଷାସୋନୀଙ୍କୁ ପ୍ରଦାନ କରିଛନ୍ତି। କେବଳ ଜାନୁଆରୀ ମାସ ବାବଦକୁ ରାଜାଶ୍ରୀ ଏହି ଟଙ୍କା […]

barshasoni

barshasoni

Rakesh Mallick
  • Published: Thursday, 04 February 2016
  • Updated: 05 February 2016, 04:04 AM IST

Sports

Latest News

ବାଲେଶ୍ୱର: ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାରେ ଗୁରୁବାର ବାଲେଶ୍ୱର ପରିବାର ଅଦାଲତରୁ ଭରଣ ପୋଷଣ ବାବଦ ଟଙ୍କା ଗ୍ରହଣ କରିଛନ୍ତି ବର୍ଷାସୋନୀ। ଆଜି ସେ ମାସିକ ଭରଣପୋଷଣ ବାବଦକୁ ପ୍ରଥମ ଥର ପାଇଁ ୨୫ ହଜାର ଟଙ୍କା ଗ୍ରହଣ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶରେ ରାଜାଶ୍ରୀଙ୍କ ଓକିଲ ପରିବାର ଅଦାଲତରେ ବର୍ଷାସୋନୀଙ୍କ ଭରଣପୋଷଣ ଅର୍ଥ ଜମା କରିଥିଲେ। ଏହାପରେ ଅଦାଲତ ୨୫ ହଜାର ଟଙ୍କା ବର୍ଷାସୋନୀଙ୍କୁ ପ୍ରଦାନ କରିଛନ୍ତି। କେବଳ ଜାନୁଆରୀ ମାସ ବାବଦକୁ ରାଜାଶ୍ରୀ ଏହି ଟଙ୍କା ଦେଇଥିବା ବେଳେ ବକେୟା ଟଙ୍କା ପରବର୍ତ୍ତୀ ସମୟରେ ବର୍ଷାସୋନୀଙ୍କୁ ଦିଆଯିବ ବୋଲି ରାଜଶ୍ରୀଙ୍କ ଓକିଲ ହରେକୃଷ୍ଣ ଦାସ କହିଛନ୍ତି।

ଏ ନେଇ ବର୍ଷାସୋନୀ ଚୌଧୁରୀ ମହାନ୍ତି କହିଛନ୍ତି ଯେ ଆଜି ସେକ୍ସନ ୧୨୫ ଭରଣପୋଷଣ ମାମଲାର ତାରିଖ ଥିଲା। କାଲି ରାଜଶ୍ରୀ ମହାନ୍ତିଙ୍କୁ ଜେରା ଶେଷ ହୋଇଛି। ଆଜି ରାଜାଶ୍ରୀ ମହାନ୍ତିଙ୍କ ପକ୍ଷରୁ ଛାଡ଼ପତ୍ର ଓ ଭରଣପୋଷଣ ମାମଲାର ତାରିଖ ପକାଯାଇଥିଲା। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଜାଶ୍ରୀ କୋର୍ଟରେ ଅନୁପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story