ଭୁବନେଶ୍ୱର: ୪ ଲୁଟେରା ଗିରଫ, ୧୩ଟି ମୋବାଇଲ ଜବତ

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ୪ ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିବା ସହିତ ୧୩ଟି ମୋବାଇଲ ଓ ଦୁଇ ବାଇକ୍‌ ଜବତ କରିଛି। ଗିରଫ ଲୁଟେରାମାନେ ହେଲେ ମଞ୍ଚେଶ୍ୱର ଭଟ୍ଟପଡ଼ାର ଅକ୍ଷୟ ବେହେରା, ଗୁରୁ ବେହେରା, ସିଦ୍ଧାନ୍ତ ନାୟକ ଓ କେଦାରପଲ୍ଲୀର ବିଶ୍ୱଜିତ ନାୟକ। ଏମାନେ ଜାତୀୟ ରାଜପଥ ସମେତ ଖାରବେଳନଗର, ସହିଦ୍‌ନଗର, କ୍ୟାପିଟାଲ ଥାନା ଓ ମଞ୍ଚେଶ୍ୱର ଅଞ୍ଚଳରୁ ମୋବାଇଲ ଲୁଟ୍‌ କରୁଥିଲେ।

mobile-looters-640x512

mobile-looters-640x512

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 10:50 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story