କାମାକ୍ଷାନଗର:ଭାଲୁ ଆକ୍ରମଣରେ ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଏକୁଲ ସେକୁଲ ରେକୁଟି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।ତାଙ୍କ ନାଁ ମଧୁସୁଦନ ଦେହୁରୀ। ତାଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି। ଜଙ୍ଗଲକୁ କାଠ ପାଇଁ ଯାଇଥିବାବେଳେ ମଧୁସୁଦନଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ଦୁଇଟି ଗୋଡ଼ରେ ଗଭୀର ଆଘାତ ଲାଗିଛି।

bear

bear

Rakesh Mallick
  • Published: Friday, 01 July 2016
  • Updated: 01 July 2016, 10:46 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story