ବେଙ୍ଗାଲୁରୁରେ ଓଡ଼ିଆ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ବେଙ୍ଗାଲୁରୁର ଏକ କମ୍ପାନୀରେ ୪୫ରୁ ଅଧିକ ଓଡିଆ କର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କୁ  ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଆଇଟିଆଇ ଓ ଡିପ୍ଲୋମା ଡିଗ୍ରୀଧାରୀ ଏହି ଓଡ଼ିଆ ଯୁବକମାନଙ୍କୁ ଠିକ ଭାବେ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏମିତି କି କର୍ମଚାରୀମାନେ ଓଭର୍ ଟାଇମ କରୁଥିଲେ ମଧ୍ୟ ଦିନକୁ ୮୫ଟଙ୍କା ବଦଳରେ ୩୮ଟଙ୍କା ଦିଆଯାଉଛି। ଏ ନେଇ ସ୍ୱର ଉତ୍ତୋଳନ କଲେ ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଧମକ ଚମକ ଦେଉଥିବା ଅଭିଯୋଗରେ […]

BABGALORE

BABGALORE

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 01:56 PM IST

Sports

Latest News

ଭୁବନେଶ୍ୱର: ବେଙ୍ଗାଲୁରୁର ଏକ କମ୍ପାନୀରେ ୪୫ରୁ ଅଧିକ ଓଡିଆ କର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କୁ  ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଆଇଟିଆଇ ଓ ଡିପ୍ଲୋମା ଡିଗ୍ରୀଧାରୀ ଏହି ଓଡ଼ିଆ ଯୁବକମାନଙ୍କୁ ଠିକ ଭାବେ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏମିତି କି କର୍ମଚାରୀମାନେ ଓଭର୍ ଟାଇମ କରୁଥିଲେ ମଧ୍ୟ ଦିନକୁ ୮୫ଟଙ୍କା ବଦଳରେ ୩୮ଟଙ୍କା ଦିଆଯାଉଛି। ଏ ନେଇ ସ୍ୱର ଉତ୍ତୋଳନ କଲେ ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଧମକ ଚମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ଏହି କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ପ୍ରିମିୟର ପ୍ଲାଜୋମେଟେକ ନାମକ ଏକ ଘରୋଇ କମ୍ପାନୀରେ ଦୁଇ ଚକିଆ ଯାନର ଯନ୍ତ୍ରପାତି ନିର୍ମାଣ କରାଯାଉଛି। ଏହି କମ୍ପାନୀରେ ୪୫ରୁ ଅଧିକ ଓଡ଼ିଆ କର୍ମଚାରୀ ନିୟୋଜିତ ଅଛନ୍ତି। କମ୍ପାନୀର ଜଣେ ଓଡିଆ କଣ୍ଟ୍ରାକ୍ଟର ପିଲାଙ୍କୁ ନେଇ ସେଠାରେ ନିୟୋଜିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story