ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରୁ ଖରିଫ ଧାନ ସଂଗ୍ରହ ନେଇ ବୈଠକ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରୁ ଚାଷୀଙ୍କଠୁ ଖରିଫ୍ ଧାନ ସଂଗ୍ରହ ନେଇ ବ୍ରହ୍ମପୁରରେ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରାଜ୍ୟରୁ ୩ ହଜାର ମଣ୍ଡି ଜରିଆରେ ୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଦକ୍ଷିଣ ଓଡ଼ିଶାରୁ ଏହାର ୨୯.୭୪ ପ୍ରତିଶତ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିବା ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି। ଧାନ କିଣାକୁ ବ୍ୟବସ୍ଥିତ କରାଯିବା ସହ ଚାଷୀ […]

berhapmpur

berhapmpur

Rakesh Mallick
  • Published: Friday, 06 November 2015
  • Updated: 06 November 2015, 03:38 PM IST

Sports

Latest News

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରୁ ଚାଷୀଙ୍କଠୁ ଖରିଫ୍ ଧାନ ସଂଗ୍ରହ ନେଇ ବ୍ରହ୍ମପୁରରେ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରାଜ୍ୟରୁ ୩ ହଜାର ମଣ୍ଡି ଜରିଆରେ ୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଦକ୍ଷିଣ ଓଡ଼ିଶାରୁ ଏହାର ୨୯.୭୪ ପ୍ରତିଶତ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିବା ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି। ଧାନ କିଣାକୁ ବ୍ୟବସ୍ଥିତ କରାଯିବା ସହ ଚାଷୀ ଯେପରି ଅଭାବି ବିକ୍ରିର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। ବୈଠକରେ ଆରଡ଼ିସି ସଞ୍ଜୟ ସିଂହ, ଯୋଗାଣ ସଚିବ ମଧୁସୂଦନ ପାଢୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story