ବ୍ରହ୍ମପୁର: ପଥରରେ ଛେଚି ଜଣଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେଗେଡ଼ି ଗାଁରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସୁରେଶ ପ୍ରଧାନ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁରେଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ସୁରେଶଙ୍କ ଘର କେରାଣ୍ଡିତୋଳା ଗାଁରେ। ସେ ଗଣେଶ ପୂଜା ଦେଖିବାକୁ ରେଗେଡ଼ି ଆସିଥିଲେ। ସେଠାରେ ଏକ ମେଢ଼ ସମ୍ମୁଖରେ ନାଚଗୀତ ଚାଲିଥିବା ବେଳେ ତାଙ୍କର ଅନ୍ୟମାନଙ୍କ ସହିତ ଝଗଡ଼ା ହୋଇଥିଲା।  ପରେ ଉକ୍ତ ଲୋକମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ […]

murder

murder

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 04:30 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେଗେଡ଼ି ଗାଁରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସୁରେଶ ପ୍ରଧାନ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁରେଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ସୁରେଶଙ୍କ ଘର କେରାଣ୍ଡିତୋଳା ଗାଁରେ। ସେ ଗଣେଶ ପୂଜା ଦେଖିବାକୁ ରେଗେଡ଼ି ଆସିଥିଲେ। ସେଠାରେ ଏକ ମେଢ଼ ସମ୍ମୁଖରେ ନାଚଗୀତ ଚାଲିଥିବା ବେଳେ ତାଙ୍କର ଅନ୍ୟମାନଙ୍କ ସହିତ ଝଗଡ଼ା ହୋଇଥିଲା।  ପରେ ଉକ୍ତ ଲୋକମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ପଥରରେ ଛେଚି ହତ୍ୟା କରିଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story