ବ୍ରହ୍ମପୁର ମହାନଗର ନିଗମ ବୈଠକ: ପରିମଳ ବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କଲେ କର୍ପୋରେଟର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ଆଲୋଚନା ହେବାର ଥିଲା। ବୈଠକ ଆରମ୍ଭରେ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ୱାଧୀନ କର୍ପୋରେଟରମାନେ ସଫେଇକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବୈଠକରେ କିଛି ଆଲୋଚନା ହେବା ପରିବର୍ତ୍ତେ ହୋ-ହାଲ୍ଲା ଆରମ୍ଭ ହୋଇଯାଇଥିଲା। କମିଶନର ଓ ସ୍ୱାସ୍ଥ୍ୟ ଅଧିକାରୀ ସୀମିତ ସମ୍ୱଳ ଓ ବ୍ୟବସ୍ଥା ଭିତରେ ଯୁଦ୍ଧକାଳୀନ ଭିତ୍ତିରେ […]

berhanpur

berhanpur

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 05:28 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ଆଲୋଚନା ହେବାର ଥିଲା। ବୈଠକ ଆରମ୍ଭରେ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ୱାଧୀନ କର୍ପୋରେଟରମାନେ ସଫେଇକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବୈଠକରେ କିଛି ଆଲୋଚନା ହେବା ପରିବର୍ତ୍ତେ ହୋ-ହାଲ୍ଲା ଆରମ୍ଭ ହୋଇଯାଇଥିଲା। କମିଶନର ଓ ସ୍ୱାସ୍ଥ୍ୟ ଅଧିକାରୀ ସୀମିତ ସମ୍ୱଳ ଓ ବ୍ୟବସ୍ଥା ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାମ ଚାଲିଥିବା କହିଥିଲେ। ହେଲେ ସବୁ କର୍ପୋରେଟର ସେମାନଙ୍କ ୱାର୍ଡର ସଫେଇ ପ୍ରତି ଦୃଷ୍ଟି ଦିଆଯାଉ ବୋଲି ଦାବି କରିଥିଲେ।

ମେୟର କେ. ମାଧବୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା। ଡେଙ୍ଗୁ ଓ ମ୍ୟାଲେରିଆ ଆତଙ୍କକୁ ଏଡ଼ାଇବା ପାଇଁ ସହରକୁ କିପରି ନିର୍ମଳ ରଖାଯାଇ ପାରିବ ସେ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ସମୟ ନଷ୍ଟ ନ କରି ପ୍ରକୃତ ବିଷୟ ଉପରେ ଆଲୋଚନା କରିବା ପାଇଁ କର୍ପୋରେଟରମାନେ ଦାବି କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଫେଇକୁ ନେଇ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ୱାଧୀନ କର୍ପୋରେଟର ଏକା ସ୍ୱର ଉଠାଇ ଥିଲେ। ପ୍ରାୟ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହରରେ ୧୧ଶହଟି ସାହି ରହିଥିବା ବେଳେ ୪ଶହ କିଲୋମିଟର ଲମ୍ୱର ନାଳ ଓ ୩୬୫ କିଲୋମିଟର ଲମ୍ୱର ରାସ୍ତା ରହିଛି। ସହରର ୪୦ ୱାର୍ଡରୁ ୨୨ଟି ୱାର୍ଡର ସଫେଇ କାମକୁ ଘରୋଇକରଣ କରାଯାଇଥିବା ବେଳେ ୧୮ଟି ୱାର୍ଡର ସଫେଇ କାମ ବିଏମସି ମାଧ୍ୟମରେ କରାଯାଉଛି। ଘରୋଇ କରଣ ୱାର୍ଡରେ ୬୫୦ ସଫେଇ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ବିଏମସି ପକ୍ଷରୁ ୫୫୦ କର୍ମଚାରୀ ରହିଛନ୍ତି।  ଡେଙ୍ଗୁ ଆତଙ୍କ ଓ ଆଗକୁ ପାର୍ବଣକୁ ଦୃଷ୍ଟିରେ ରଖି ସହରର ସଫେଇ କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ଆଉ ଏଥିପାଇଁ କୌଣସି ୱାର୍ଡ ପ୍ରତି ପାତରଅନ୍ତର କରାଯାଉ ନାହିଁ ବୋଲି  ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ । ସବୁ ୱାର୍ଡର ସଫେଇ କାମକୁ ଘରୋଇକରଣ କରିବା ପାଇଁ ଦାବି ଉଠୁଛି, ତେବେ ଅର୍ଥ ଅଭାବ ଯୋଗୁଁ ତାହା କରାଯାଇ ପାରୁ ନ ଥିଲେ ବି ସଫେଇ କାମକୁ ତ୍ୱାରାନ୍ୱିତ କରାଯାଇଛି ବୋଲି କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story