ଭଦ୍ରକ: ଜୁଆର ପାଣି ମାଡ଼ିଆସି ଉଜୁଡି ଗଲା ଧାନ ଫସଲ

ଭଦ୍ରକ: ବୈତରଣୀ ନଦୀରେ ଅଧିକ ଜୁଆର ପାଣି ଆସିବା ଫଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୂଇଁବୃତି ଓ ତେନ୍ତୁଳିଡିହି ପଞ୍ଚାୟତର ଶତାଧିକ ଏକର ଜମି ଜଳମଗ୍ନ ହୋଇଯାଇଛି। ଧାନ କଟା ହୋଇ ବିଲରେ ପଡ଼ିଥିବା ବେଳେ ପାଣି ମାଡିଯିବାରୁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଗତକାଲି ପୂର୍ଣ୍ଣମା ଜୁଆରରେ ଅଚାନକ ବୈତରଣୀ ନଦୀ ଫୁଲି ଉଠି ଅଧିକ ପାଣି ମାଡି ଆସିବା ଫଳରେ ଏପରି ପରିସ୍ଥିତି ଦେଖାଦେଇଥିଲା ବୋଲି ଚାଷୀ କହିଛନ୍ତି। କିଛି ଚାଷୀ ଖଳାକୁ […]

crop

crop

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 08:01 PM IST

Sports

Latest News

ଭଦ୍ରକ: ବୈତରଣୀ ନଦୀରେ ଅଧିକ ଜୁଆର ପାଣି ଆସିବା ଫଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୂଇଁବୃତି ଓ ତେନ୍ତୁଳିଡିହି ପଞ୍ଚାୟତର ଶତାଧିକ ଏକର ଜମି ଜଳମଗ୍ନ ହୋଇଯାଇଛି। ଧାନ କଟା ହୋଇ ବିଲରେ ପଡ଼ିଥିବା ବେଳେ ପାଣି ମାଡିଯିବାରୁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

ଗତକାଲି ପୂର୍ଣ୍ଣମା ଜୁଆରରେ ଅଚାନକ ବୈତରଣୀ ନଦୀ ଫୁଲି ଉଠି ଅଧିକ ପାଣି ମାଡି ଆସିବା ଫଳରେ ଏପରି ପରିସ୍ଥିତି ଦେଖାଦେଇଥିଲା ବୋଲି ଚାଷୀ କହିଛନ୍ତି। କିଛି ଚାଷୀ ଖଳାକୁ ଧାନ ଆଣିଥିବା ବେଳେ ଅନେକ ଚାଷୀଙ୍କ ଧାନ ବିଲରେ ପଡ଼ି ରହିଛି।

ଅନ୍ୟପକ୍ଷରେ କ୍ଷୟକ୍ଷତିରେ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ଚାନ୍ଦବାଲି ବିଡିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story