ଭଦ୍ରକ: ଏଲଖା ଗାଁରେ ଘର ଭିତରେ ଦମ୍ପତିଙ୍କ ମୃତଦେହ ଠାବ

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ମୃତ ଦମ୍ପତି ହେଲେ ଦୀପକ କୁମାର ଜେନା ଓ ସଂଯୁକ୍ତା ଜେନା। ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୀପକଙ୍କ ବାପା କାହ୍ନୁଚରଣ ଜେନା କହିଛନ୍ତି ଯେ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଦୀପକ ଓ ସଂଯୁକ୍ତାଙ୍କ ଘର ବନ୍ଦ ରହିଥିବା ଦେଖି ପରିବାର ଲୋକେ ପାଟି କରି […]

bhadrak-dampthi-5

bhadrak-dampthi-5

Rakesh Mallick
  • Published: Friday, 25 December 2015
  • Updated: 25 December 2015, 08:37 AM IST

Sports

Latest News

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ମୃତ ଦମ୍ପତି ହେଲେ ଦୀପକ କୁମାର ଜେନା ଓ ସଂଯୁକ୍ତା ଜେନା। ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୀପକଙ୍କ ବାପା କାହ୍ନୁଚରଣ ଜେନା କହିଛନ୍ତି ଯେ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଦୀପକ ଓ ସଂଯୁକ୍ତାଙ୍କ ଘର ବନ୍ଦ ରହିଥିବା ଦେଖି ପରିବାର ଲୋକେ ପାଟି କରି ଡାକିଥିଲେ। ତେବେ ଭିତରୁ କିଛି ପ୍ରତିକ୍ରିୟା ନ ଆସିବାରୁ ସେମାନେ କବାଟ ଭାଙ୍ଗି ଦେଇଥିଲେ। ଘର ଭିତରେ ତାଙ୍କ ପୁଅବୋହୂଙ୍କ ମୃତଦେହ ଦେଖିଥିଲେ। ସେମାନଙ୍କ ମୃତଦେହ ରଶିରେ ଝୁଲୁଥିଲା। ସେମାନଙ୍କୁ ତଳକୁ ଓହ୍ଲାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ତେବେ ଆତ୍ମହତ୍ୟାର କାରଣ କ’ଣ ହୋଇପାରେ ସେ ନେଇ ପରିବାର ଲୋକଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ପୋଲିସ ଜବତ କରିଛି। ଏନେଇ ଭଦ୍ରକ ଟାଉନ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୋଲିସ୍ କହିଛି ତଦନ୍ତ ପରେ ଜଣାପଡ଼ିବ ଯେ ଏହା ଆତ୍ମହତ୍ୟା ନା ହତ୍ୟା।

 ଅନ୍ୟପକ୍ଷରେ ସଞ୍ଜୁକ୍ତାଙ୍କୁ ହତ୍ୟା କରାଯାଇଥିବା ସଞ୍ଜୁକ୍ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ସଞ୍ଜୁକ୍ତାଙ୍କ ହାତରେ କଟାଦାଗ ଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story