ଭଦ୍ରକରେ ସହିଦଙ୍କୁ ସ୍ମୃତିଚାରଣ

ଭଦ୍ରକ: ଭଦ୍ରକ ଲୁଣିଆ ଠାରେ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବା ସହ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସହିଦ ସ୍ତମ୍ଭ ନିକଟରେ ସହିଦ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ୧୯୪୫ ମସିହା ଆଜିର ଦିନରେ ଭାରତୀୟ ମୁକ୍ତି ସଂଗ୍ରାମରେ ସହିଦ ହୋଇଥିବା ସ୍ଥାନୀୟ ଅଞ୍ଚଳର ୯ଜଣ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ମୁକ୍ତିକାନ୍ତ ନାୟକ, ଏସପି ନିହାର ରଞ୍ଜନ ଦାସ, […]

bhdrak

bhdrak

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 11:54 AM IST

Sports

Latest News

bhdrakଭଦ୍ରକ: ଭଦ୍ରକ ଲୁଣିଆ ଠାରେ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବା ସହ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସହିଦ ସ୍ତମ୍ଭ ନିକଟରେ ସହିଦ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ୧୯୪୫ ମସିହା ଆଜିର ଦିନରେ ଭାରତୀୟ ମୁକ୍ତି ସଂଗ୍ରାମରେ ସହିଦ ହୋଇଥିବା ସ୍ଥାନୀୟ ଅଞ୍ଚଳର ୯ଜଣ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ମୁକ୍ତିକାନ୍ତ ନାୟକ, ଏସପି ନିହାର ରଞ୍ଜନ ଦାସ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ, କଂଗ୍ରେସ ନେତା ନରେନ୍ ପଲାଇ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos