ଭୁବନେଶ୍ୱର: ୮ମ ପଶ୍ଚିମ ଓଡ଼ିଶା ବିଚାର ମଞ୍ଚ ବୈଠକରେ ମରୁଡି ଓ ଚାଷୀ ଆତ୍ମହତ୍ୟା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଅଷ୍ଟମ ପଶ୍ଚିମ ଓଡ଼ିଶା ବିଚାର ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲା ତଥା ସଂଗଠନର ପ୍ରତିନିଧିମାନେ ଯୋଗଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ବେକାରୀ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ସମସ୍ୟା ଆଦି ସମ୍ପର୍କରେ ସେଠାରେ ଆଲୋଚନା ହୋଇଥିଲା। ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଆଲୋଚନା ହୋଇଥିବା ସମସ୍ୟା ସମ୍ପର୍କରେ […]

western odisha

western odisha

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 05:02 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଅଷ୍ଟମ ପଶ୍ଚିମ ଓଡ଼ିଶା ବିଚାର ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲା ତଥା ସଂଗଠନର ପ୍ରତିନିଧିମାନେ ଯୋଗଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ବେକାରୀ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ସମସ୍ୟା ଆଦି ସମ୍ପର୍କରେ ସେଠାରେ ଆଲୋଚନା ହୋଇଥିଲା। ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଆଲୋଚନା ହୋଇଥିବା ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story