ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ହୋଇଛି। ପୋଲିସ କମିଶନର ୱାଇ.ବି.ଖୁରାନିଆଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ଥାନାରେ ହୋଇଥିବା ବୈଠକରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ମନ୍ଦିର ପରିଚାଳନା ଅଧିକାରୀ, ଏଡିଏମ୍‌, ବିଏମ୍‌ସି ଅଧିକାରୀ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଜାଗର ଯାତ୍ରା ପରିଚାଳନା ପାଇଁ ୧୦୦ ଜଣ ପୋଲିସ ଅଧିକାରୀ ସହ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ସେହିପରି ଟ୍ରାଫିକ ପରିଚାଳନା ତଥା […]

Lingaraj_Temple

Lingaraj_Temple

Rakesh Mallick
  • Published: Monday, 20 February 2017
  • Updated: 20 February 2017, 10:05 PM IST

Sports

Latest News

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ହୋଇଛି। ପୋଲିସ କମିଶନର ୱାଇ.ବି.ଖୁରାନିଆଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ଥାନାରେ ହୋଇଥିବା ବୈଠକରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ମନ୍ଦିର ପରିଚାଳନା ଅଧିକାରୀ, ଏଡିଏମ୍‌, ବିଏମ୍‌ସି ଅଧିକାରୀ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଜାଗର ଯାତ୍ରା ପରିଚାଳନା ପାଇଁ ୧୦୦ ଜଣ ପୋଲିସ ଅଧିକାରୀ ସହ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ସେହିପରି ଟ୍ରାଫିକ ପରିଚାଳନା ତଥା ପାସ୍‌ ବଣ୍ଟନକୁ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ପ୍ରସ୍ତୁତି ବୈଠକକୁ ଆସିନଥିଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିୟୋଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story