ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ୪୫ ତମ ସ୍ମୃତି ସମାରୋହରେ ୬ ଜଣ ପ୍ରତିଭାଙ୍କୁ ଦିଆଗଲା ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର:ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ୪୫ ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହର ଭୁବନେଶ୍ୱରର  ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକାଧାରରେ ସାହିତ୍ୟିକ, ଶିକ୍ଷକ, କୃଷକ ତଥା ଶ୍ରମିକ ଆନ୍ଦୋଳନର ପୁରୋଧା ଭାବେ ପରିଚିତ ପ୍ରାଣନାଥ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସମାରୋହରେ ରାଜ୍ୟପାଳ ଏସସି ଜମିର, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ପ୍ରତିଭାଙ୍କୁ ପ୍ରାଣନାଥ ସମ୍ମାନ […]

bhubansewer

bhubansewer

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 03:58 AM IST

Sports

Latest News

ଭୁବନେଶ୍ୱର:ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ୪୫ ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହର ଭୁବନେଶ୍ୱରର  ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକାଧାରରେ ସାହିତ୍ୟିକ, ଶିକ୍ଷକ, କୃଷକ ତଥା ଶ୍ରମିକ ଆନ୍ଦୋଳନର ପୁରୋଧା ଭାବେ ପରିଚିତ ପ୍ରାଣନାଥ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସମାରୋହରେ ରାଜ୍ୟପାଳ ଏସସି ଜମିର, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ପ୍ରତିଭାଙ୍କୁ ପ୍ରାଣନାଥ ସମ୍ମାନ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story