ଭୁବନେଶ୍ୱର: ହାଟସାହି ଦକ୍ଷିଣଚଣ୍ଡି ଲେନରେ ଅଗ୍ନିକାଣ୍ଡ, ୯ ବଖରା ଘର ଭସ୍ମୀଭୂତ

ଭୁବନେଶ୍ୱର: ଦୀପାବଳିରେ ପୁରୁଣା ଭୁବନେଶ୍ୱରର ହାଟସାହି ଦକ୍ଷିଣଚଣ୍ଡି ଲେନରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୯ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ବୁଧବାର ରାତି ୯ଟା ସମୟରେ ଏହି ଅଗ୍ମିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଅନ୍ୟ ଘରକୁ ନିଆଁ ବ୍ୟାପିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏକ ବନ୍ଦ ଥିବା […]

bhu

bhu

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 02:45 AM IST

ଭୁବନେଶ୍ୱର: ଦୀପାବଳିରେ ପୁରୁଣା ଭୁବନେଶ୍ୱରର ହାଟସାହି ଦକ୍ଷିଣଚଣ୍ଡି ଲେନରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୯ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ବୁଧବାର ରାତି ୯ଟା ସମୟରେ ଏହି ଅଗ୍ମିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଅନ୍ୟ ଘରକୁ ନିଆଁ ବ୍ୟାପିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏକ ବନ୍ଦ ଥିବା ଘରୁ ନିଆଁ ବାହାରି ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି  ଦମକଳ ସାହାଯ୍ୟରେ ନିଆଁକୁ ଆୟତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story