ଭୁବନେଶ୍ୱର ଓ ପୁରୀରେ ରାହାଗିରି

ଭୁବନେଶ୍ୱର/ପୁରୀ: ଭୁବନେଶ୍ୱରରେ ରାହାଗିରି ଦିବସ ପାଳିତ ହୋଇଛି। ପ୍ରତି ରବିବାର ପରି ଏଥର ମଧ୍ୟ ସକାଳୁ ସକାଳୁ ରାଜଧାନୀର ରାମ ମନ୍ଦିର-ମାଷ୍ଟରକ୍ୟାଣ୍ଟିନ୍‌ ରୋଡ୍‌ ହୋଇ ଉଠିଲା ଲୋକାରଣ୍ୟ। ରାଜରାସ୍ତାରେ ଦେଖିବାକୁ ମିଳିଥିଲା ବିଭିନ୍ନ କଳା ପ୍ରଦର୍ଶନ। କିଏ ଯୋଗ କରି ରାହାଗିରି ମଜା ଉଠାଉଥିଲା ତ’ ଆଉ କିଏ ସ୍କେଟିଂ, ଡ୍ରଇଂ କରି ରାହାଗିରି ଦିବସକୁ ଧୁମ୍‌ଧାମରେ ପାଳନ କରିଥିଲା। ଏହାସହ ନାଚଗୀତର ମଧ୍ୟ ଆୟୋଜନ କରାଯାଇଥିଲା। ପୁରୀରେ ମଧ୍ୟ ରାହାଗିରି ଦିବସର ଧୁମ୍ ଦେଖିବାକୁ ମିଳିଥିଲା। […]

bbsr

bbsr

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 06:44 AM IST

Sports

Latest News

puriଭୁବନେଶ୍ୱର/ପୁରୀ: ଭୁବନେଶ୍ୱରରେ ରାହାଗିରି ଦିବସ ପାଳିତ ହୋଇଛି। ପ୍ରତି ରବିବାର ପରି ଏଥର ମଧ୍ୟ ସକାଳୁ ସକାଳୁ ରାଜଧାନୀର ରାମ ମନ୍ଦିର-ମାଷ୍ଟରକ୍ୟାଣ୍ଟିନ୍‌ ରୋଡ୍‌ ହୋଇ ଉଠିଲା ଲୋକାରଣ୍ୟ। ରାଜରାସ୍ତାରେ ଦେଖିବାକୁ ମିଳିଥିଲା ବିଭିନ୍ନ କଳା ପ୍ରଦର୍ଶନ। କିଏ ଯୋଗ କରି ରାହାଗିରି ମଜା ଉଠାଉଥିଲା ତ’ ଆଉ କିଏ ସ୍କେଟିଂ, ଡ୍ରଇଂ କରି ରାହାଗିରି ଦିବସକୁ ଧୁମ୍‌ଧାମରେ ପାଳନ କରିଥିଲା। ଏହାସହ ନାଚଗୀତର ମଧ୍ୟ ଆୟୋଜନ କରାଯାଇଥିଲା।

ପୁରୀରେ ମଧ୍ୟ ରାହାଗିରି ଦିବସର ଧୁମ୍ ଦେଖିବାକୁ ମିଳିଥିଲା। ପୁରୀ ଭିଆଇପି ରୋଡରେ ସକାଳୁ ସକାଳୁ ଜମିଥିଲା ଲୋକଙ୍କ ଭିଡ଼। ରାଜରାସ୍ତାରେ ଲୋକ ସଂସ୍କୃତି ସହ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ ପୁରୀ ବାସିନ୍ଦା ଏବଂ ପର୍ଯ୍ୟଟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story