ବିଦ୍ୟୁତ ଟାୱାରରୁ ଯୁବକଙ୍କ ମୃତଦେହ ଉଦ୍ଧାର 

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକରା ପଞ୍ଚାୟତ ରାଜପୁର ଗାଁ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବଦ୍ୟୁତ ଟାୱାରରେ ବେକରେ ଗାମୁଛା ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତର ପରିଚୟ ମିଳିନାହିଁ। ସ୍ଥାନୀୟ ଲୋକ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ପହଞ୍ଚିଛନ୍ତି।

bhdrak

bhdrak

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 12:19 PM IST

Sports

Latest News

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକରା ପଞ୍ଚାୟତ ରାଜପୁର ଗାଁ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବଦ୍ୟୁତ ଟାୱାରରେ ବେକରେ ଗାମୁଛା ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତର ପରିଚୟ ମିଳିନାହିଁ। ସ୍ଥାନୀୟ ଲୋକ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos