ବିଜେବି କଲେଜ ଗ୍ରାଉଣ୍ଡରେ ଏନସିସି ଦିବସ ପାଳିତ

ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନସିସି ଦିବସ ଅବସରରେ ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି। ବିଜେବି କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍. ସି. ଜମୀର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା ଏନସିସି ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ଏଲ. କେ. ଅଗ୍ରୱାଲା ସମ୍ମାନିତ ଅତିଥି ଭବା ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି କ୍ୟାଡେଟମାନେ ପରେଡରେ […]

ncc

ncc

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 11:02 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନସିସି ଦିବସ ଅବସରରେ ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି। ବିଜେବି କଲେଜ ଗ୍ରାଉଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍. ସି. ଜମୀର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା ଏନସିସି ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ଏଲ. କେ. ଅଗ୍ରୱାଲା ସମ୍ମାନିତ ଅତିଥି ଭବା ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି କ୍ୟାଡେଟମାନେ ପରେଡରେ ସାମିଲ ହୋଇଥିଲେ। କ୍ୟାଡେଟମାନଙ୍କ ଦ୍ୱାରା ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା। କ୍ୟାଡେଟମାନେ ଏରୋବାଟିକସ୍ ପ୍ରଦର୍ଶନ କରିବା ସହ ଯୁଦ୍ଧ ପରିସ୍ଥିତିରେ କିଭଳି ସାମ୍ମା କରିବେ ତାହାର ମକ୍ ଡ୍ରିଲ କରିଥିଲେ। କାର୍ଯ୍ୟକ୍ରମରେ ଅଶ୍ୱଚାଳନାର ଭିନ୍ନ ଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ କରାଯାଇଥିଲା। ମହିଳା କ୍ୟାଡେଟମାନେ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story