ଟ୍ରେନ ଧକ୍କାରେ ହାତୀ ମୃତ

ବଣାଇ: ଟ୍ରେନ୍‌ ଧକ୍କାରେ ହାତୀ ମୃତ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଅନ୍ତର୍ଗତ ବିମଳାଗଡ଼ ନିକଟରେ। ଆଜି ସକାଳେ ହାତୀଟି ରେଳ ଲାଇନ୍ ପାର ହେବା ବେଳେ ଏକ ଟ୍ରେନ୍ ତାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀଟିର ବୟସ ୧୨ ବର୍ଷ ବୋଲି ଅନୁମାନ କରାଯାଉଛି।

elephant

elephant

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 10:46 PM IST

Sports

Latest News

ବଣାଇ: ଟ୍ରେନ୍‌ ଧକ୍କାରେ ହାତୀ ମୃତ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଅନ୍ତର୍ଗତ ବିମଳାଗଡ଼ ନିକଟରେ। ଆଜି ସକାଳେ ହାତୀଟି ରେଳ ଲାଇନ୍ ପାର ହେବା ବେଳେ ଏକ ଟ୍ରେନ୍ ତାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀଟିର ବୟସ ୧୨ ବର୍ଷ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos