ବୌଦ୍ଧ: ଦରମା ପ୍ରଦାନରେ ଅନିୟମିତତା ପ୍ରତିବାଦରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

ବୌଦ୍ଧ: ଶିକ୍ଷକମାନଙ୍କୁ ଦରମା ପ୍ରଦାନରେ ତାରତମ୍ୟ ନୀତି ପ୍ରତିବାଦରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟ ପ୍ରାଥମିକ ସଂଘର ଜିଲ୍ଲା ଶାଖା ସଭାପତି ଶମ୍ଭୁ ଗିରିଙ୍କ ନେତୃତ୍ୱରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ୧୨ଟି ରାଜ୍ୟର ପ୍ରାଥମିକ ଶିକ୍ଷକମାନେ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ସରକାରଙ୍କ ଏଭଳି ନୀତିକୁ ସଂଘ ପକ୍ଷରୁ ତୀବ୍ର […]

boudh

boudh

Rakesh Mallick
  • Published: Monday, 14 December 2015
  • Updated: 14 December 2015, 08:39 AM IST

Sports

Latest News

ବୌଦ୍ଧ: ଶିକ୍ଷକମାନଙ୍କୁ ଦରମା ପ୍ରଦାନରେ ତାରତମ୍ୟ ନୀତି ପ୍ରତିବାଦରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟ ପ୍ରାଥମିକ ସଂଘର ଜିଲ୍ଲା ଶାଖା ସଭାପତି ଶମ୍ଭୁ ଗିରିଙ୍କ ନେତୃତ୍ୱରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ୧୨ଟି ରାଜ୍ୟର ପ୍ରାଥମିକ ଶିକ୍ଷକମାନେ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ସରକାରଙ୍କ ଏଭଳି ନୀତିକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ଶିକ୍ଷା ସହାୟକମାନଙ୍କୁ ସରକାରୀ ମାନ୍ୟତା ଦାବି ସମ୍ୱଳିତ ଏକ ସ୍ମାରକପତ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story