ବ୍ରହ୍ମପୁର: ଗ୍ୟାସ ସିଲିଣ୍ଡର ଫାଟି ୨ ମହିଳା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଘଟଣ ଘଟିଛି। ସସାନ ବଜାର ନିକଟ ଲାଲା ସାହିରେ ଗ୍ୟାସ ସିଲିଣ୍ଡର ଫାଟି ୨ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବାପରେ ବ୍ରହ୍ମପୁର  ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ମହିଳା ହେଉଛନ୍ତି ହିଞ୍ଜିଳିକାଟ କଲେଜର ଅଧ୍ୟାପକ ଅନୀତା ପଟ୍ଟନାୟକ ଏବଂ ତାଙ୍କ ସମ୍ପର୍କୀୟ ଗୌରୀ ରାଣୀ ପଟ୍ଟନାୟକ। ରୋଷେଇ କରୁଥିବା ଅବସ୍ଥାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

gas cylindar

gas cylindar

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 04:34 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story