ବ୍ରହ୍ମପୁର: ଜିଲ୍ଲା କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ

ବ୍ରହ୍ମପୁର: ଜିଲ୍ଲା କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୌରା ଜଜ୍ ମଳୟ ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସିଭିଲ୍, କ୍ରିମିନାଲ୍, ବ୍ୟାଙ୍କ, ରେଭିନ୍ୟୁ, ଟେଲିକମ୍ ଓ ଦୁର୍ଘଟଣାଜନିତ ବିଭିନ୍ନ ମାମଲାର ଫଇସଲା ପାଇଁ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ କୋର୍ଟ ଅନୁଷ୍ଠିତ ହୋଇଥିଲା।

bramhapur

bramhapur

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 01:55 PM IST

Sports

Latest News

ବ୍ରହ୍ମପୁର: ଜିଲ୍ଲା କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୌରା ଜଜ୍ ମଳୟ ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସିଭିଲ୍, କ୍ରିମିନାଲ୍, ବ୍ୟାଙ୍କ, ରେଭିନ୍ୟୁ, ଟେଲିକମ୍ ଓ ଦୁର୍ଘଟଣାଜନିତ ବିଭିନ୍ନ ମାମଲାର ଫଇସଲା ପାଇଁ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ କୋର୍ଟ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos