ବ୍ରହ୍ମପୁର: କବାଡ଼ି ଖେଳକୁ ନେଇ ଛୁରା ମାଡ଼, ଜଣେ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଧୋବା ସାହିରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଚାଲିଥିବା କବାଡ଼ି ଖେଳରେ ଗଣ୍ଡଗୋଳ ଘଟି ଛୁରା ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସୀମାଞ୍ଚଳ ସେଠୀ। କବାଡ଼ି ଖେଳକୁ ନେଇ ସୀମାଞ୍ଚଳଙ୍କର କବି ଦାସ ଏବଂ ଯୋଗୀ ଦାସଙ୍କ ସହ ବଚସା ହୋଇଥିଲା। ଏହାକୁ ନେଇ କବି ଏବଂ ଯୋଗୀ ସୀମାଞ୍ଚଳକୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ କବି ଏବଂ ଯୋଗୀ ଫେରାର ହୋଇ […]

ganjam-murder

ganjam-murder

Rakesh Mallick
  • Published: Friday, 19 August 2016
  • Updated: 19 August 2016, 03:12 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଧୋବା ସାହିରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଚାଲିଥିବା କବାଡ଼ି ଖେଳରେ ଗଣ୍ଡଗୋଳ ଘଟି ଛୁରା ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସୀମାଞ୍ଚଳ ସେଠୀ।

କବାଡ଼ି ଖେଳକୁ ନେଇ ସୀମାଞ୍ଚଳଙ୍କର କବି ଦାସ ଏବଂ ଯୋଗୀ ଦାସଙ୍କ ସହ ବଚସା ହୋଇଥିଲା। ଏହାକୁ ନେଇ କବି ଏବଂ ଯୋଗୀ ସୀମାଞ୍ଚଳକୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ କବି ଏବଂ ଯୋଗୀ ଫେରାର ହୋଇ ଯାଇଛନ୍ତି। ବରଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story