ବୁର୍ଲାରେ ଶିଶୁ ଅଦଳବଦଳ ଅଭିଯୋଗ: ଡିଏନ୍‌ଏ ଟେଷ୍ଟ ପାଇଁ ସଂଗ୍ରହ ହେଲା ରକ୍ତ ନମୁନା

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲର ଏସ୍‌ଏନ୍‌ସିୟୁରେ ଶିଶୁ କନ୍ୟା ଅଦଳବଦଳ ଅଭିଯୋଗ ଘଟଣାରେ ଆଜି  ଡିଏନ୍‌ଏ ପରୀକ୍ଷା  ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରକ୍ତ ନମୁନାକୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍‌କୁ ପରୀକ୍ଷଣ ପାଇଁ ପଠାଯିବ। ପୂର୍ବରୁ ମୃତ ଶିଶୁକନ୍ୟାର ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ଅଭିଯୋଗକାରୀ ଦମ୍ପତ୍ତି ଓ ଏସ୍‌ଏନ୍‌ସିୟୁର ୧୭ ନମ୍ୱର ବେଡ୍‌ରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟା ଓ ସେହି ଶିଶୁକନ୍ୟାର ପିତାମାତାଙ୍କର ରକ୍ତ ନମୁନା ସଂଗ୍ରହ […]

burla-shishu-exchange

burla-shishu-exchange

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 01:38 PM IST

burla-shishu-exchangeସମ୍ବଲପୁର: ବୁର୍ଲା ବଡ଼ ମେଡିକାଲର ଏସ୍‌ଏନ୍‌ସିୟୁରେ ଶିଶୁ କନ୍ୟା ଅଦଳବଦଳ ଅଭିଯୋଗ ଘଟଣାରେ ଆଜି  ଡିଏନ୍‌ଏ ପରୀକ୍ଷା  ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରକ୍ତ ନମୁନାକୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍‌କୁ ପରୀକ୍ଷଣ ପାଇଁ ପଠାଯିବ। ପୂର୍ବରୁ ମୃତ ଶିଶୁକନ୍ୟାର ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ଅଭିଯୋଗକାରୀ ଦମ୍ପତ୍ତି ଓ ଏସ୍‌ଏନ୍‌ସିୟୁର ୧୭ ନମ୍ୱର ବେଡ୍‌ରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟା ଓ ସେହି ଶିଶୁକନ୍ୟାର ପିତାମାତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି।

ପୂର୍ବରୁ  ଏହି ଘଟଣାରେ ବୁର୍ଲା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ଉଭୟ ଶିଶୁକନ୍ୟାଙ୍କର ଭର୍ତ୍ତିକାଳୀନ କାଗଜପତ୍ର ଓ ମୃତ୍ୟୁ ପୂର୍ବରୁ ଓ ପରେ ରକ୍ତ ଗ୍ରୁପ ପରୀକ୍ଷା କରାଯାଇଥିଲା।  ତା ସତ୍ତ୍ୱେ ଅଭିଯୋଗକାରୀ ଦମ୍ପତ୍ତି ମୃତ ଶିଶୁକନ୍ୟା ସେମାନଙ୍କର ନୁହେଁ ବରଂ ୧୭ ନମ୍ୱର ବେଡ୍‌ରେ ଥିବା ଶିଶୁ କନ୍ୟାଟି ତାଙ୍କର ବୋଲି ଦାବି କରିବାରୁ ପୋଲିସ୍ ଶେଷରେ ଡିଏନଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା।୨୧ ତାରିଖ ଦିନ ସକାଳ ପ୍ରାୟ  ୧୧ଟା ବେଳେ  ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳର ଏକ ୪ ଦିନର ଶିଶୁ କନ୍ୟାକୁ ରେଢାଖୋଲ ଡାକ୍ତରଖାନାରୁ ବୁର୍ଲାକୁ ରେଫର କରାଯାଇଥିଲା। ଏଠାରେ  ଚିକିତ୍ସା ଚାଲିଥିବା ସମୟରେ ସେହି ଦିନ ରାତି ପ୍ରାୟ ୯ଟା ବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହା ଜାଣିବା ପରେ ମୃତ ଶିଶୁକନ୍ୟାର  ପିତାମାତା ଶିଶୁ ଅଦଳବଦଳ କରାଯାଇଥିବା ଅଭିଯୋଗ କରିଥିଲେ। ୧୭ ନମ୍ୱର ବେଡ୍‌ରେ ଥିବା ଶିଶୁ କନ୍ୟାଟି ତାଙ୍କର ବୋଲି ଦାବି କରିଥିଲେ। ଅନ୍ୟ ପକ୍ଷରେ ୧୭ ନମ୍ୱର ବେଡ୍‌ରେ ଥିବା ଶିଶୁକନ୍ୟାର ମାତାପିତା ବୌଦ୍ଧ ଅଂଚଳର। ୨୧ ତାରିଖ  ସକାଳ ୧୦ ଟାରୁ  ସେହି ଶିଶୁକନ୍ୟାକୁ ୧୭ ନମ୍ୱର ବେଡରେ ଭର୍ତ୍ତି କରାଯାଇଥିଲା।

ଡିଏନଏ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ସମ୍ବଲପୁର ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ପାଣିଗ୍ରାହୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story