୨୧ରୁ ପୁରୀରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଫ୍’

ପୁରୀ: ପୁରୀରେ ଆସନ୍ତା ୨୧ରୁ ଆରମ୍ଭ ହେଉଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଫ୍’। ୧୩ତମ ବାୟୋଫ୍ ଅବସରରେ ଦେଶ ବିଦେଶରୁ ଅନେକ ଫିଲ୍ମ ନିର୍ମାତାମାନେ ଫିଲ୍ମ ପ୍ରଦର୍ଶନ କରିବେ। ଏହା ଦ୍ୱାରା ଯୁବ ସିନେ ନିର୍ଦ୍ଦେଶକଙ୍କୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ। ତେବେ ଚଳିତ ବର୍ଷ ଦୁଇଟି ୱାର୍କସପ୍ ହେବ ବୋଲି ଆୟୋଜକ କହିଛନ୍ତି। ଏଥିରେ ଅମିତାଭ ଚକ୍ରବର୍ତ୍ତିଙ୍କ ଭଳି ବହୁ ନାମୀଦାମୀ ନିର୍ଦ୍ଦେଶକ ପ୍ରଶିକ୍ଷଣ ଦେବେ। ଏହି ତାଲିମ କେନ୍ଦ୍ରରେ ୧୪ ବର୍ଷର ପିଲାମାନଙ୍କୁ […]

byoff pressmeet-in puri

byoff pressmeet-in puri

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 03:17 PM IST

Sports

Latest News

ପୁରୀ: ପୁରୀରେ ଆସନ୍ତା ୨୧ରୁ ଆରମ୍ଭ ହେଉଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଫ୍’। ୧୩ତମ ବାୟୋଫ୍ ଅବସରରେ ଦେଶ ବିଦେଶରୁ ଅନେକ ଫିଲ୍ମ ନିର୍ମାତାମାନେ ଫିଲ୍ମ ପ୍ରଦର୍ଶନ କରିବେ। ଏହା ଦ୍ୱାରା ଯୁବ ସିନେ ନିର୍ଦ୍ଦେଶକଙ୍କୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ। ତେବେ ଚଳିତ ବର୍ଷ ଦୁଇଟି ୱାର୍କସପ୍ ହେବ ବୋଲି ଆୟୋଜକ କହିଛନ୍ତି। ଏଥିରେ ଅମିତାଭ ଚକ୍ରବର୍ତ୍ତିଙ୍କ ଭଳି ବହୁ ନାମୀଦାମୀ ନିର୍ଦ୍ଦେଶକ ପ୍ରଶିକ୍ଷଣ ଦେବେ। ଏହି ତାଲିମ କେନ୍ଦ୍ରରେ ୧୪ ବର୍ଷର ପିଲାମାନଙ୍କୁ ତାଲିମ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story