ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅଣଛାତ୍ରଙ୍କ ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗତକାଲି ରାତିରେ କିଛି ଅଣଛାତ୍ର ଧସେଇ ପଶି ଗଣ୍ଡଗୋଳ କରିଛନ୍ତି। ଅଣଛାତ୍ରମାନେ କ୍ରୀଡା ସଂସଦ ସମ୍ପାଦକ ପଦ୍ମସେନ ମହାନନ୍ଦିଆ ଏବଂ ସହ ସମ୍ପାଦକଙ୍କୁ ଅଣଛାତ୍ରମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଋଷିକୁଲ୍ୟା ହଷ୍ଟେଲରେ ପଶି ସେମାନେ ଆକ୍ରମଣ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଆକ୍ରମଣକାରୀ ଦୁଇ ନମ୍ବର ହଷ୍ଟେଲରେ ରହୁଥିବା ବେଳେ ସେମାନେ ଅଣଛାତ୍ର ବୋଲି ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ବି ଚାପା ଉତ୍ତେଜନା […]

bramhapur

bramhapur

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 03:33 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗତକାଲି ରାତିରେ କିଛି ଅଣଛାତ୍ର ଧସେଇ ପଶି ଗଣ୍ଡଗୋଳ କରିଛନ୍ତି। ଅଣଛାତ୍ରମାନେ କ୍ରୀଡା ସଂସଦ ସମ୍ପାଦକ ପଦ୍ମସେନ ମହାନନ୍ଦିଆ ଏବଂ ସହ ସମ୍ପାଦକଙ୍କୁ ଅଣଛାତ୍ରମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଋଷିକୁଲ୍ୟା ହଷ୍ଟେଲରେ ପଶି ସେମାନେ ଆକ୍ରମଣ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ।

ଆକ୍ରମଣକାରୀ ଦୁଇ ନମ୍ବର ହଷ୍ଟେଲରେ ରହୁଥିବା ବେଳେ ସେମାନେ ଅଣଛାତ୍ର ବୋଲି ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story