ପୁରୀ ବିଚ୍‌ରୁ ତିମିର ମୃତଦେହ ଉଦ୍ଧାର

ପୁରୀ: ପୁରୀ ପାନ୍ଥ ନିବାସ ବିଚ୍‌ରୁ ଗୋଟିଏ ବିରାଟକାୟ ତିମିର ମୃତ୍ୟୁ ଜବତ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ତିମିର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ବିଚ୍‌ରେ ପହଞ୍ଚି ତିମିର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏହି ତିମିଟି କେଉଁ ପ୍ରଜାତିର ତାହା ଜଣାପଡ଼ିନି। ମୃତ ତିମିର ଲମ୍ୱ ୩୫ ଫୁଟ୍‌ ହେବ। ଜାହାଜର ମାଡ଼ ଯୋଗୁଁ ତିମିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ […]

whale

whale

Rakesh Mallick
  • Published: Monday, 03 April 2017
  • Updated: 03 April 2017, 11:01 PM IST

ପୁରୀ: ପୁରୀ ପାନ୍ଥ ନିବାସ ବିଚ୍‌ରୁ ଗୋଟିଏ ବିରାଟକାୟ ତିମିର ମୃତ୍ୟୁ ଜବତ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ତିମିର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ବିଚ୍‌ରେ ପହଞ୍ଚି ତିମିର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏହି ତିମିଟି କେଉଁ ପ୍ରଜାତିର ତାହା ଜଣାପଡ଼ିନି। ମୃତ ତିମିର ଲମ୍ୱ ୩୫ ଫୁଟ୍‌ ହେବ। ଜାହାଜର ମାଡ଼ ଯୋଗୁଁ ତିମିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି।

ଫେବୃଆରୀ ୧୬ ତାରିଖରେ ପୁରୀ ସମୁଦ୍ର କୂଳରୁ ବର୍ଲିନ୍‌ ପ୍ରଜାତିର ୩୫ ଫୁଟ୍‌ ଲମ୍ୱର ତିମିର ମୃତ୍ୟୁ ଘଟିଥିଲା। ସେହିପରି ଗତ ଡିସେମ୍ୱର ୪ ତାରିଖରେ ବ୍ରହ୍ମଗିରି ବାଇଧର ପେଣ୍ଠ ବେଳାଭୂମିରେ ୪୨ ଫୁଟ୍ ଲମ୍ୱର ଏକ ତିମିର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ଏକ ବିରଳ ପ୍ରଜାତିର ତିମି ବୋଲି ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story